Advertisement
photoDetails0hindi

Guava Benefits: ଜାଣନ୍ତୁ ପିଜୁଳି ଖାଇବାର ଫାଇଦା, ପାଞ୍ଚୋଟି ପଏଣ୍ଟରେ...

Guava Benefits: ଅଧିକାଂଶ ଲୋକଙ୍କୁ ପିଜୁଳି ଖାଇବାକୁ (Guava Benefits)ବେଶ ପସନ୍ଦ ଲାଗେ । ପିଜୁଳିରେ ଆଇରନ୍ ଓ ଭିଟାମିନ୍ ସି ଥାଏ। କେବଳ ସେତିକି ନୁହେଁ,କ୍ୟାଲସିୟମ୍, ଫସଫରସ୍, ଆଇରନ୍ ଆଦି ନାନାପ୍ରକାରର ପୋଷକ ତତ୍ତ୍ୱ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଖାଇବା ଦ୍ବାରା ଅନେକ ରୋଗ ଶରୀରକୁ ଛୁଇଁ ନଥାଏ ।

1/5

ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ ପିଜୁଳି । 

 

2/5

କ୍ୟାନସର ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ। 

 

3/5

ଦୃଷ୍ଟିଶକ୍ତିକୁ ତିକ୍ଷଣ କରିଥାଏ । ଏବଂ ରକ୍ତଚାପ ଓ ରକ୍ତ ସର୍କରାକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପାଇଁ କାର୍ଯ୍ୟ କରେ। 

 

4/5

ମାନସିକ ଚାପ କମାଇବାରେ ସାହାର୍ଯ୍ୟ କରେ।

5/5

ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ। ଓଜନ ହ୍ରାସ ହୋଇଥାଏ।ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଫାଇବର ପେଟ ପାଇଁ ଉପକାରୀ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)