Gold Rate: ସୁନା ଦରରେ ବୃହତ ହ୍ରାସ, ଆଜି ଓଡ଼ିଶାରେ ସୁନା ଗ୍ରାମ ପିଛା...

Written ByPriyambada Rana
Published: Jan 14, 2025, 10:47 AM IST|Updated: Jan 14, 2025, 10:47 AM IST

Gold Rate: ଦେଶରେ ଆରମ୍ଭ ହେବାକୁ ଯାଉଛି ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ସୁନା ଦର ସ୍ଥିର ଥିବା ବେଳେ ଆଜି ମଙ୍ଗଳବାରରେ ଦରରେ ହ୍ରାସ ଦେଖିବାକୁ ମିଳିଛି। 