Advertisement
photoDetails0hindi

Indian Railway Facts: ଦେଶର ଏପରି ଏକ ରେଳ ଷ୍ଟେସନ; ଯେଉଁଠାରେ ଦିନରେ ଗୋଟିଏ ହେଲେ ମଧ୍ୟ ଟ୍ରେନ୍ କରେ ନାହିଁ ଯାତାୟାତ, ଜାଣନ୍ତୁ କାରଣ

Railway News: ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି, ଯେଉଁଠାରେ ଦିନରେ ଗୋଟିଏ ହେଲେ ଟ୍ରେନ୍ ମଧ୍ୟ ଯାତାୟତ କରିନଥାଏ। 

1/5

ସାଧାରଣତଃ ଦିନରେ ରେଳ ଷ୍ଟେସନ ଠାରେ ବହୁତ ଭିଡ଼ଭାଡ଼ ହୋଇଥାଏ। ହେଲେ ଦିନ ସମୟରେ କୌଣସି ଗୋଟିଏ ଟ୍ରେନ୍ ଚଳାଚଳ କରିନଥିବାରୁ ସ୍ଥାନୀୟ ଲୋକ ଏହି ରେଳ ଷ୍ଟେସନ ଉପରେ ନଜର ମଧ୍ୟ ପକାନ୍ତି ନାହିଁ। 

 

2/5

ଏପରି ଅନନ୍ୟ ରେଳ ଷ୍ଟେସନ ନାଁ ହେଉଛି ଶିବପୁରୀ। ଦିନ ସମୟରେ ଶିବପୁରୀ ଷ୍ଟେସନ ଦେଇ ଗୋଟିଏ ହେଲେ ଟ୍ରେନ୍ ମଧ୍ୟ ଯାଇନଥାଏ। ଏହି ରେଳ ଷ୍ଟେସନ ମଧ୍ୟ ପ୍ରଦେଶ ଠାରେ ଅବସ୍ଥିତ ରହିଛି। 

 

3/5

ଦିନ ସମୟରେ ଏହି ରେଳ ଷ୍ଟେସନ ସମ୍ପୂର୍ଣ୍ଣ ନିଛାଟିଆ ରହିଥାଏ। ଦିନ ବେଳା ଯାତ୍ରୀଙ୍କ ଚଳାଚଳ ମଧ୍ୟ କମ୍ ହୋଇଥାଏ।

4/5

ଯଦି ରିପୋର୍ଟ ଉପରେ ନଜର ପକାଯାଏ, ତାହେଲେ ଏଠାକାର ସ୍ଥାନୀୟ ଲୋକ କୁହନ୍ତି ଯେ ଦିନ ସମୟରେ ଶିବପୁରୀ ରେଳ ଷ୍ଟେସନ ଦେଇ ଗୁନା ଠାରୁ ଗ୍ୱାଲିୟର ମାର୍ଗରେ ଯାତ୍ରୀବାହୀ ଟ୍ରେନ୍ ଚଳାଯାଇ ପାରିବ। ହେଲେ ଏହା ଉପରେ କେହି ଧ୍ୟାନ ଦେଉନାହାଁନ୍ତି।

 

5/5

ଶିବପୁରୀ ରେଳ ଷ୍ଟେସନ ଠାରୁ ମଧ୍ୟାହ୍ନ ୧୨:୦୦ ପରେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ ଟ୍ରେନ୍ ଅଟକି ରହିନାହିଁ। ଗ୍ୱାଲିୟର୍, ଗୁନା କିମ୍ବା ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଲୋକଙ୍କୁ ବସ୍ ସାହାୟତା ନେବାକୁ ପଡ଼ିଥାଏ। ରିପୋର୍ଟ ଅନୁଯାୟୀ ଏହି ରେଳ ଷ୍ଟେସନ ଠାରେ ଅନେକ ଥର MEMU ଟ୍ରେନ୍ ଚଲାଇବାକୁ ଦାବି ହୋଇଆସୁଛି।