Advertisement
Photo Details/zeeodisha/odisha1545203
photoDetails0hindi

Shocking MMS Scandals of Bollywood: ଅଭିନୟ ପାଇଁ ନୁହେଁ, MMS ଯୋଗୁଁ ଚର୍ଚ୍ଚାର ଥିଲେ ଏହି ୫ ଅଭିନେତ୍ରୀ

Shocking MMS Scandals of Bollywood: ବଲିଉଡରୁ ସାଉଥ ଅଭିନେତ୍ରୀ ନିଜ କ୍ୟାରିୟରେ ଏଭଳି କିଛି ଦାଗ ଛାଡି ଯାଇଛନ୍ତି  । ଯାହା ଆଜିବି ଚର୍ଚ୍ଚା ହେଉଛି । ସେମାନଙ୍କ ଏମଏମଏସ ଲିକ୍ ହୋଇ କ୍ଲିପ୍ ବେଶ ଭାଇରାଲ ହେଉଛି । 

1/5

ବଲିଉଡର ବେବିଡଲ ସନି ଲିଓନି । ସନି ଲିଓନି ଜଣେ ଜଣାଶୁଣା ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ପୂର୍ବତନ ପର୍ଣ୍ଣଷ୍ଟାର। ବଲିଉଡକୁ ଆସିବା ପୂର୍ବରୁ ସନି ଆଡଲ୍ଟ ଫିଲ୍ମରେ କାମ ମଧ୍ୟ କରିସାରିଛନ୍ତି । ଯେତେବେଳେ ସନି ବଲିଉଡରେ ପାଦଦେଇ ନଥିଲେ । ସେତେବେଳେ ସେ ଜଣେ ହୀରା ବ୍ୟବସାୟୀଙ୍କ ପାର୍ଟିକୁ ଯାଇଥିଲେ । ସେଠାରେ ସେ ଉଲଗ୍ନ ହୋଇ ଡ୍ୟାନ୍ସ କରିଥିବାର କୁହାଯାଉଛି । ସନିଙ୍କ ସେହି ଏମଏମଏସ ବେଶ ଭାଇରାଲ ହୋଇଥିଲା । 

2/5

ସାଉଥ ଅଭିନେତ୍ରୀ ନୟନତାରା  ଓ ଅଭିନେତା ସିଲାମ୍ବରସନଟିଆର (Silambarasan TR)ଙ୍କ ଏକ ଏମଏସଏସ ଭାଇରାଲ ହୋଇଥିଲା। ଏହି ଏମଏମଏସରେ ଦେଖିବାକୁ ମିଳିଥିଲା ଯେ, ଉଭୟ ଉଭୟଙ୍କୁ ଖୁବ୍ ଜୋରେ କିସ୍ କରୁଛନ୍ତି ।  କୁହାଯାଏ ଯେ ସିଲାମ୍ବରସନଟିଆର ସହିତ ନୟନତାରାଙ୍କ ବ୍ରେକଅପ୍ ପରେ ଏହି ଏମ୍ଏସ୍ଏମ୍ଇ ଲିକ୍ ହୋଇଥିଲା। ଏହି କ୍ଲିପ୍ ଭାଇରାଲ ହେବା ପରେ ନୟନ୍ତରା ବିବାଦ ଘେରକୁ ଆସିଥିଲେ।

3/5

କିଛି ବର୍ଷ ପୂର୍ବେ କରୀନା କପୁର ଖାନଙ୍କ ଏକ ଏମଏମଏସ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ କରୀନା ପୋଷାକ ବଦଳୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅଭିନେତ୍ରୀଙ୍କ ଆଉ ଏକ ଏମଏମଏସ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏବଂ ଅଭିନେତା ସହିଦ କପୁର ପରସ୍ପରକୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି କ୍ଲିପ୍ ଭାଇରାଲ୍ ହେତୁ ଉଭୟ ଅନେକ ବିବାଦରେ ଛନ୍ଦି ହୋଇଥିଲେ। ପରେ ସେମାନଙ୍କର ବ୍ରେକଅପ୍ ହୋଇଥିଲା ।

 

4/5

ଅଭିନେତ୍ରୀ ଆଣ୍ତ୍ରିଆ ଜେରେମିହା (actress Andrea Jeremiah) ଓ ଅଭିନେତା ଅନିରୁଦ୍ଧ ରବିଚନ୍ଦେର (actor Anirudh Ravichander)ଙ୍କର ଏକ ଏମଏସଏସ ଭାଇରାଲ ହୋଇଥିଲା ।  ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଉଭୟ ଉଭୟଙ୍କୁ କିସ୍ କରୁଛନ୍ତି । ତେବେ, ଅଭିନେତ୍ରୀ ଜଣକ କହିଥିଲେ ଯେ, ତାଙ୍କର ଏହି ଭିଡିଓଟି ନୁହେଁ ।  

5/5

ସାଉଥ ଅଭିନେତ୍ରୀ ରଞ୍ଜିତା,ଗତ କିଛି ଦିନ ତଳେ ଅଭିନେତ୍ରୀଙ୍କ ଏକ ଭିଡିଓ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ସହ ଭାଇରାଲ ହୋଇଥିଲା । କିନ୍ତୁ ଅଭିନେତ୍ରୀ ଜଣକ କହିଥିଲେ ଏହି ଏମଏମଏସ ତାଙ୍କର ନୁହେଁ । ତେବେ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏହି ଭିଡିଓଟି ତାଙ୍କର କି ନୁହେଁ ।