Advertisement
Photo Details/zeeodisha/odisha1703879
photoDetails0hindi

Jaya kishori: ପ୍ରବଚନ କାର୍ଯ୍ୟକ୍ରମରୁ ଆସୁଥିବା ଟଙ୍କାରେ କ’ଣ କରନ୍ତି ଜୟା କିଶୋରୀ?

Jaya kishori: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ (Jaya Kishori) ଙ୍କୁ କିଏ ନ ଜାଣନ୍ତି । ତାଙ୍କର ପ୍ରେରଣାଦାୟୀ ପ୍ରବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ଯୋଗୁଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଜୟା କିଶୋରୀ ଗୋଟିଏ ପ୍ରବଚନ କାର୍ଯ୍ୟକ୍ରମ ଲାଗି ଲକ୍ଷ ଲକ୍ଷ ଟଙ୍କା ନେଇଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରବଚନ କାର୍ଯ୍ୟକ୍ରମରୁ ଆଦୟ ହେଉଥିବା ଟଙ୍କାକୁ ଜୟା କିଶୋରୀ ନିଜ ପାଇଁ କିଛି ଖର୍ଚ୍ଚ କରନ୍ତି ନାହିଁ । ତେବେ କଣ କରନ୍ତି ସେ ଏହି ଟଙ୍କାରେ

1/5

ଜୟା କିଶୋରୀଙ୍କ ଏପ୍ରିଲ ୧୩ ତାରିଖ ୧୯୯୫ ମସିହାରେ ରାଜସ୍ଥାନ ସୁଜାନଗଡ଼ରେ ଜନ୍ମଗ୍ରହଣ କରିଥିଲେ। ବ୍ରହ୍ମାଣ ପରିବାରରେ ଜନ୍ମ ହୋଇଥିବାରୁ ଛୋଟବେଳୁ ତାଙ୍କୁ ଭଜନ କୀର୍ତ୍ତନ ଲାଗି ବେଶ ରୁଚି ରହିଥିଲା ।

2/5

କୌଣସି ସ୍ଥାନକୁ ପ୍ରବଚନ ଦେବାକୁ ଯିବା ପୂର୍ବରୁ ଜୟା କିଶୋରୀ ଆଡ଼ଭାନ୍ସ ନେଇଥାଆନ୍ତି । ପ୍ରବଚନ ସଭା ପରେ ସେ ଫୁଲ ପେମେଣ୍ଟ ନେଇଥାଆନ୍ତି ।

3/5

ସୂଚନା ଅନୁଯାୟୀ, ଜୟା କିଶୋରୀ ତାଙ୍କ ପ୍ରିୟଜନ ଓ ଗରିବଙ୍କ ପାଇଁ ମାଗଣାରେ ପ୍ରବଚନ ସଭା କରିଥାଆନ୍ତି । ତଥାପି କେହି ଅନୁରୋଧ କଲେ ସେ ମାଗଣାରେ କାର୍ଯ୍ୟକ୍ରମ କରିଥାଆନ୍ତି ।

4/5

ଜୟା କିଶୋରୀ ଯାହା ରୋଜଗାର ଖର୍ଚ୍ଚ କରନ୍ତି, ତାଙ୍କ ଆୟର ଏକ ପ୍ରମୁଖ ଅଂଶ ସେ ନାରାୟଣ ସେବା ସଂସ୍ଥାନକୁ ଦାନ କରିଥାଆନ୍ତି ।

5/5

ଜୟା କିଶୋରୀଙ୍କ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ସେ ତାଙ୍କ ଆୟର ଏକ ଅଂଶ ବୃକ୍ଷରୋପଣ ଓ ଝିଅମାନଙ୍କ ଶିକ୍ଷା ପାଇଁ ଦାନ କରିଥାଆନ୍ତି ।