Sradha Panigrahi: ହାତକୁ ଦି ହାତ ହେଲେ ଶ୍ରଦ୍ଧା ପାଣିଗ୍ରାହୀ, ଜାଣନ୍ତୁ କଣ କରନ୍ତି ତାଙ୍କ ଜୀବନ ସାଥୀ

Published: Feb 05, 2024, 06:08 PM IST|Updated: Feb 05, 2024, 06:08 PM IST

Sradha Panigrahi: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତକୁ ଦି ହାତ ହୋଇଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । କିଛି ଘଣ୍ଟା ପୂର୍ବରୁ ବିବାହ ସରିଥିବା ବେଳେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି ଯେ, ସମ୍ପୂର୍ଣା ମୁଁ ତୁମ ପ୍ରେମରେ …ଦେଖୁଛି କାଲି କୁ ଆଜି ତୁମ ଆଖିରେ...ଥିଲି ଖୁସି, ଏବେ ହସୁଛି ମୁଁ ସତରେ। ଆଉ ଏହି ପୋଷ୍ଟରେ ସର୍ବ ପ୍ରଥମେ ଅଭିନନ୍ଦନ ଜଣାଇଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ।