General Knowledge: କିପରି ପାଣିରେ ବୁଡ଼ି ଯିବାରୁ ବଞ୍ଚାଇଥାଏ ଲାଇଫ ଜ୍ୟାକେଟ?

Published: Feb 05, 2024, 11:28 PM IST|Updated: Feb 05, 2024, 11:28 PM IST

how life jacket saves from drowning in water: ସମୁଦ୍ର କିମ୍ବା ନଦୀ ଅଥବା ହ୍ରଦ ଭଳି କୌଣସି ଜଳାଶୟକୁ ଯିବା ପୂର୍ବରୁ ଲାଇଫ୍ ଜ୍ୟାକେଟ୍ ପିନ୍ଧି ସେଠାକୁ ଯିବାକୁ ପରାମର୍ଶ ଦିଆଯାଇଥାଏ। ଅନେକ ସ୍ଥାନରେ ରହିଥିବା ଜଳାଶୟ ଲାଇଫ୍ ଜ୍ୟାକେଟ୍ ବିନା ଯିବା ଉପରେ ନିଷେଧାଦେଶ ଜାରି ହୋଇଥାଏ। ଡଙ୍ଗା ଯୋଗେ କୌଣସି ଜଳାଶୟରେ ଯାତ୍ରା କରୁଥିବା ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ। ହେଲେ କାହିଁକି ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ ସେ ସମ୍ପର୍କରେ ଜାଣନ୍ତୁ।