Advertisement
Photo Details/zeeodisha/odisha2006577
photoDetails0hindi

Mr Gulua Wedding Pics: ହାତକୁ ଦି ହାତ ହେଲେ ମିଷ୍ଟର ଗୁଲୁଆ, ଜାଣନ୍ତୁ କିଏ ହେଲେ ତାଙ୍କ ସାତଜନ୍ମର ସାଥୀ ?

Mr Gulua Wedding Pics: ପ୍ରତିକ୍ଷାର ଘଟିଲା ଅନ୍ତ। ହାତକୁ ଦି ହାତ ହେଲେ ଓଡିଆ କମେଡିଆନ୍ ତଥା  ୟୁଟ୍ୟୁବର ମିଷ୍ଟର ଗୁଲୁଆ (Mr Gulua) । ଆଜିକା ଦିନରେ ମିଷ୍ଟର ଗୁଲୁଆହି ନାଁ ଘରେ ଘରେ ପରିଚିତ। ଏହି କମେଡିଆନ ନିକଟରେ ବିବାବ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ, ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ, ଗୁଲୁଆ କାହାକୁ ବିବାହ କରିଛନ୍ତି।  

 

1/5

ନିକଟରେ, ମିଷ୍ଟର ଗୁଲୁଆ (Mr Gulua) ନିଜର ବାନ୍ଧବୀ ବର୍ଷାଙ୍କୁ ମନ୍ଦିରରେ ବିବାହ କରିଛନ୍ତି।

 

2/5

ଏହି ବିବାହରେ ମିଷ୍ଟର ଗୁଲୁଆଙ୍କ ପୂରା ଟିମ୍ ଓ ପରିବାର ଲୋକଙ୍କ ସହ ବନ୍ଧୁ ବାନ୍ଧବ ସାମିଲ୍ ହୋଇଥିଲେ।

 

3/5

ବିବାହଟି ଜାକଜମକରେ ହୋଇ ନଥିବା ବେଳେ ରିସେପସନ୍ ପାର୍ଟିଟି ଖୁବ୍ ଧୂମଧାମରେ ହୋଇଥିଲେ।

 

4/5

ଏହି ରିସେପସନ୍ ପାର୍ଟିରେ କିଛି ଓଡିଆ ସେଲିବ୍ରେଟିଙ୍କ ସହ  ନନସେନ୍ସ ମଣି ବି  ସାମିଲ୍ ହୋଇଥିଲେ। 

 

5/5

ତେବେ, ଉଭୟଙ୍କ ଏହି ବୈବାହିକ ଜୀବନ ସୁଖମୟ ହେଉ ବୋଲି ଜି ଓଡି଼ଶା ନ୍ୟୁଜ୍ ପକ୍ଷରୁ ଶୁଭେଚ୍ଛା ଜଣାଉଛୁ।