Advertisement
photoDetails0hindi

Raveena Tandon First Salary: ରବିନା ଟଣ୍ଡନଙ୍କ ପ୍ରଥମ ଦରମା କେତେ ଥିଲା ଆପଣ ଜାଣନ୍ତି କି?

Raveena Tandon First Salary: ବଲିଉଡ଼ରେ ମସ୍ତ ମସ୍ତ ଗର୍ଲ ଭାବେ ବେଶ ପରିଚିତ ରବିନା ଟଣ୍ତନ(Raveena Tandon) । ୯୦ ଦଶକର ଏହି ହିରୋଇନ ନିଜ ଅଭିନୟ ଓ ଜବରଦସ୍ତ ଡ୍ୟାନ୍ସରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ତେବେ ଏବେ କୋଟି କୋଟି ସମ୍ପତ୍ତିର ମାଲିକାଣୀ ଥିବା ରବିନା ନିକଟରେ ତାଙ୍କ କ୍ୟାରିୟର ଆରମ୍ଭରେ ପାଇଥିବା ପ୍ରଥମ ଦରମା ନେଇ ଖୁଲାସା କରିଛନ୍ତି ।

1/8

ବଲିଉଡ଼ ଅଭିନେତ୍ରୀ ରବିନା ଟଣ୍ତନ ଦୀର୍ଘ ୩୨ ବର୍ଷ ହେବ ବଲିଉଡ଼ରେ କାମ କରିଆସୁଛନ୍ତି ।

2/8

ଆଜି ବି ରବିନା ଟଣ୍ତନଙ୍କୁ ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମଧ୍ଯରେ ଗଣାଯାଇଥାଏ ।

3/8

ଗୋଟିଏ ଫିଲ୍ମରେ କାମ କରିବା ଲାଗି କୋଟି କୋଟି ଟଙ୍କା ଚାର୍ଜ କରିଥାଆନ୍ତି ଧକ୍ ଧକ୍ ଗର୍ଲ ।

4/8

ନିକଟରେ ଅଭିନେତ୍ରୀ କପିଲ ଶର୍ମା ଶୋ'ରେ ନିଜ ଜୀବନର ପ୍ରଥମ ରୋଜଗାର ନେଇ ଖୁଲାସା କରିଥିଲେ ।

5/8

ଶୋ' ଅଭିନେତ୍ରୀ ରବିନା ଟଣ୍ତନ କହିଛନ୍ତି ଯେ, ତାଙ୍କର ପ୍ରଥମ ଦରମା ୫୦୦-୬୦୦ଟଙ୍କା ଥିଲା । ଯାହା ଏକ ବିଜ୍ଞାପନରେ କାମ କରିବା ଲାଗି ମିଳିଥିଲା ।

6/8

ଏହି ଦରମାରେ ଅଭିନେତ୍ରୀ ତାଙ୍କ ମାଆଙ୍କୁ ଏକ ଟେପ ରେର୍କଡ଼ର ଗିଫ୍ଟ କରିଥିଲେ ।

7/8

ଏବେ ରବିନା ଗୋଟିଏ ବିଜ୍ଞାପନ ପାଇଁ ୫୦ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି ।

8/8

ମିଡ଼ିଆ ରିପୋର୍ଟ ମୁତାବିକ, ଅଭିନେତ୍ରୀଙ୍କ ମୋଟ ନେଟ୍ ୱେର୍ଥ ପ୍ରାୟ ୨୦୦ କୋଟି ଅଟେ ।