Rakul Jackky Wedding: ସାମ୍ନାକୁ ଆସିଲା ରକୁଲ ପ୍ରୀତ ସିଂ-ଜ୍ୟାକି ଭାଗନାନୀଙ୍କ ବିବାହ ଫଟୋ, ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ...

Written ByZee Odisha Desk
Published: Feb 21, 2024, 09:15 PM IST|Updated: Feb 21, 2024, 09:17 PM IST

Rakul Preet Singh Jackky Bhagnani Marriage Photos: ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହ ସମାପ୍ତ ହୋଇଛି। ବିବାହ ପରେ ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।