Srimandir: ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର, ଦେଖନ୍ତୁ ଏହି ଫଟୋ..

Written ByPriyambada Rana
Published: Jun 13, 2024, 11:02 AM IST|Updated: Jun 13, 2024, 11:02 AM IST

Chari dwara of Srimandir: ବିଧି ଅନୁସାରେ ଆଜିଠାରୁ ୪ ଦ୍ୱାର ପଟେ ଭକ୍ତଙ୍କ ଚଳାଚଳ ଉପରେ ସମସ୍ତ କଟକଣାକୁ ଉଠାଇ ଦିଆଯାଇଛି। ଏହାସହ ମନ୍ତ୍ରୀମାନେ ଝାଡ଼ୁଦ୍ୱାରା ସଫା କରି ଶ୍ରୀମନ୍ଦିୀର ପରିବେଶରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି।