puri

ଅନଲାଇନ୍ ପାଠ ପଢା ସମୟରେ ଅଘଟଣ, ଫାଟିଲା ମୋବାଇଲ

ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି । ଏଭଳି ଅଭାବନୀୟ ଘଟଣା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

Jul 28, 2020, 08:02 PM IST

ବଦଳିଲା ରଥ ଭଙ୍ଗା ପରମ୍ପରା

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରାଯାଇଛି  । ତେବେ ରଥ ସଂରକ୍ଷଣ କମିଟି, ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କରାଯିବ ରଥ ଖୋଲିବା କାର୍ଯ୍ୟ ।

Jul 28, 2020, 04:46 PM IST

ନିଅଣ୍ଟିଆ ବର୍ଷା, ପୁରୀରେ ମରୁଡ଼ି ଆଶଙ୍କା

ପୁରୀରେ ଚଳିତ ବର୍ଷ ହୋଇଛି ନିଅଣ୍ଟିଆ ବର୍ଷା । ସ୍ୱାଭାବିକ ଭାବେ ଜିଲ୍ଲାରେ ୩୫୬.୩ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତବର୍ଷ ମାତ୍ର ୧୭୭.୯ ମିଲିମିଟର ବର୍ଷା ଯାହା ଗତବର୍ଷ ତୁଳନାରେ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି । 

Jul 24, 2020, 08:16 AM IST

ସୁପ୍ରିମକୋର୍ଟରେ ରଥଯାତ୍ରା ପରିଚାଳନା ରିପୋର୍ଟ ଦାଖଲ କରିବ ଜିଲ୍ଲା ପ୍ରଶାସନ

ଦାଖଲ ହେବ ୬ ହଜାର ସେବାୟତଙ୍କ କୋରୋନା ରିପୋର୍ଟ

Jul 21, 2020, 05:46 PM IST

ଆଜି ଚିତାଲାଗି ଅମାବାସ୍ୟା, ହେବ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି

ଆଜି ହେଉଛି ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଛି।  ସେପଟେ ଗତବର୍ଷ ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି ହୋଇଥିଲା। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରେ ପୁର୍ବରୁ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚ

Jul 20, 2020, 03:30 PM IST

ରାଜ୍ୟରେ ଆଉ ୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ୬୦ ଡେଇଁଲା ମୃତକଙ୍କ ସଂଖ୍ୟା

ରାଜ୍ୟରେ ଆଜି ଆଉ ୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ବିଭାଗ ଦେଇଥିବା ସୂଚନା ମୁତାବକ ୫ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି।  ଭଦ୍ରକ ଓ ଗଞ୍ଜାମରେ ବିଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜା

Jul 11, 2020, 11:40 AM IST

ଆଜି ସୁନାବେଶ, ବଡ଼ତଡ଼ାଉ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ସରିଛି ରଥଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ମହାବାହୁ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଫେରିଛନ୍ତି। ଆଜି ହେଉଛି ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା। 

Jul 2, 2020, 10:27 AM IST

ନ୍ୟୁଜର୍ସିରେ ରଥଯାତ୍ରା ପାଳିତ

ଆମେରିକାରେ ପାଳିତ ହେଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା...

Jul 2, 2020, 09:32 AM IST

ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ

ଶରଧାବାଲିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ । ଯଜ୍ଞବେଦୀରୁ ବାହୁଡିବେ ରତ୍ନବେଦୀକୁ ।  ଆଉ ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ବାହୁଡା ନୀତିକାନ୍ତି  । ହେଲେ ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ଆଜି ରଥଯାତ୍ରା ଇତିହାସରେ ସଂନ୍ଧ୍ୟା ଦର୍ଶନ କରିଛି ବିରଳ ରେକର୍ଡ । ଦିନ ୯ଟା ସୁଦ୍ଧା ସକାଳ ଧୂପ ସରିଥିବା ବେଳେ ଦିନ ୨ଟା ୨୫ ସୁଦ୍ଧା ସରିଗଲାଣୀ ସଂନ୍ଧ୍ୟା ଧୂପ ।

Jun 30, 2020, 05:53 PM IST

ପୁରୀରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ

 ପ୍ରାରମ୍ଭିକ ଅବସ୍ଥାରେ ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ବିବେଚିତ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ଅଗ୍ନିଶମ କର୍ମଚାରୀଙ୍କ ସାଙ୍ଗକୁ ପୌର କର୍ମଚାରୀ, ପରିବହନ କର୍ମଚାରୀମାନଙ୍କ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି ।

Jun 29, 2020, 04:28 PM IST

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧ କୋରୋନା ସଂକ୍ରମିତ

ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି କୋରୋନା ଭୂତାଣୁ । ପ୍ରତିଦିନ ରାଜ୍ୟରୁ ଶହ ଶହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ରାଜ୍ୟରୁ ୨୧୮ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ କୋରୋନା ସଂକ୍ରମିତ ମାମଲା ୬,୧୮୦ରେ ପହଞ୍ଚିଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତି ଖବର ମଧ୍ୟ ରହିଛି । ଆଜି ରାଜ୍ୟରେ ଆଉ ୧୩

Jun 26, 2020, 04:38 PM IST

ମାଉସୀ ଘରେ ପହଞ୍ଚିଲେ ତିନି ଠାକୁର, ନବଦିନାତ୍ମକ ଯାତ୍ରା ଆରମ୍ଭ

ବିନା ଭକ୍ତରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛନ୍ତି ରଥଯାତ୍ରା |

Jun 23, 2020, 06:49 PM IST

ଅଲୌକିକ କାହାଣୀରେ ଭରା ଶ୍ରୀକ୍ଷେତ୍ର

ଦେଶର ଚାରି ଧାମ ମଧ୍ୟରୁ ଏହି ଗୋଟିଏ ଧାମ। ସକଳ ତୀର୍ଥର କାରଣ ପୁରୀ। ଅଲୌକିକ କାହାଣୀରେ ଭରପୁର ରହିଛି ଏହି ଧାମ। ଏଠାକାର ସହର ହେଉ ଅବା ମନ୍ଦିର, ଅବା ସେ ରାସ୍ତା  ପ୍ରତିଟି କ୍ଷେତ୍ରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ କାହାଣୀର ଛାପ। ଜୀବନ୍ତ ଦେବତା ଭାବେ ପୂଜା ପାଇଥାନ୍ତ ସକଳ ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ।

Jun 23, 2020, 04:14 PM IST

कोरोना के बीच जगन्नाथ रथयात्रा शुरू, बस 500 लोगों को रथ खींचने की इजाजत

जगन्नाथ रथ यात्रा से जुड़ी ये बातें जानना जरूरी.

Jun 23, 2020, 09:49 AM IST

कोरोना संकट के बीच आज पुरी में निकलेगी जगन्नाथ रथयात्रा, शुरू हुए अनुष्ठान

पुरी में रथयात्रा से जुड़े अनुष्ठान भी शुरू हो गए हैं और मंदिर परिसर को सैनिटाइज किया जा रहा है.   

Jun 23, 2020, 09:27 AM IST

Video: पुरी में भगवान जगन्नाथ की रथ यात्रा को शर्तों के साथ हरी झंडी

भगवान जगन्नाथ की रथयात्रा पर रोक के आदेश में संशोधन की मांग वाली याचिकाओं पर सुनवाई करते हुए सुप्रीम कोर्ट ने पुरी में भगवान जगन्नाथ की रथ यात्रा को शर्तों के साथ हरी झंडी दे दी है। अधिक जानकारी के लिए वीडियो देखें

Jun 23, 2020, 08:25 AM IST

ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି, ୧୨ଟାରେ ରଥ ଟଣା

ଭୋର ୩ଟାରୁ ମଙ୍ଗଳ ଆଳତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସକାଳ ୭ଟାରୁ ପହଣ୍ଡି ଚାଲିଛି । ଦିନ ୧୦ଟାରେ ପହଣ୍ଡି ସରିବ ।

Jun 23, 2020, 08:14 AM IST

ନବୀନଙ୍କ ନିର୍ଦ୍ଦେଶ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ଡେରା ପକାଇବେ ୩ ମନ୍ତ୍ରୀ

ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ । 

Jun 23, 2020, 04:35 AM IST