Advertisement
Photo Details/zeeodisha/odisha1734022
photoDetails0hindi

Original Colour of Sun: ସୂର୍ଯ୍ୟ ନା ହଳଦିଆ, ନା ଲାଲ, ନା ନାରଙ୍ଗୀ କମଳା; ଜାଣନ୍ତୁ ଏହାର ପ୍ରକୃତ ରଙ୍ଗ କ’ଣ?

Actual Colour of Sun: ସୂର୍ଯ୍ୟର ରଙ୍ଗ ନା ହଳଦିଆ, ନା ଲାଲ, ନା ନାରଙ୍ଗୀ କମଳା। କ'ଣ ଆପଣ ଜାଣିଛନ୍ତି ଏହାର ପ୍ରକୃତ ରଙ୍ଗ?

1/4

ଷ୍ଟାନଫୋର୍ଡ ୟୁନିଭରସିଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ ସୂର୍ଯ୍ୟ ନା ହଳଦିଆ, ନା ଲାଲ, ନା ନାରଙ୍ଗୀ କମଳା ରଙ୍ଗର ହୋଇଥାଏ। ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ବାୟୁମଣ୍ଡଳ କାରଣରୁ ସୂର୍ଯ୍ୟ ହଳଦିଆ ରଙ୍ଗରେ ଦୃଶ୍ୟମାନ ହୋଇଥାଏ। 

 

2/4

ସୂର୍ଯ୍ୟ ପ୍ରକୃତରେ କେଉଁ ରଙ୍ଗରେ ଦୃଶ୍ୟମାନ ହୋଇଥାଏ? କେତେକ ରିପୋର୍ଟ ଅନୁଯାୟୀ ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ ହଳଦିଆ କିମ୍ବା ଲାଲ ବଦଳରେ ଧଳା ହୋଇଥାଏ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ପ୍ରକାଶିତ ସୂର୍ଯ୍ୟଙ୍କ ଛବିରେ ମଧ୍ୟ ଏହି ତଥ୍ୟା ସାମ୍ନାକୁ ଆସିଛି।

3/4

ବାସ୍ତବରେ ସୂର୍ଯ୍ୟ ହେଉଛି ଏକ ମିଶ୍ରିତ ରଙ୍ଗ ଗୋଷ୍ଠୀର ଜ୍ୱଳନ୍ତ ପିଣ୍ଡ। ଯଦି କେହି ଏହାକୁ ନିଜ ଆଖିରେ ଦେଖନ୍ତି ତାହେଲେ ଏହାର ରଙ୍ଗ ଧଳା ହୋଇଥାଏ। ଯଦିଓ ଆପଣ ଏହାକୁ ଯତ୍ନର ସହ ଦେଖନନ୍ତି, ତାହେଲେ ଆପଣ ଜାଣିପାରିବେ ଯେ ସୂର୍ଯ୍ୟର ପ୍ରକୃତ ରଙ୍ଗ ଧଳା ହୋଇଥାଏ।

4/4

ସୂର୍ଯ୍ୟ ଠାରେ ଇନ୍ଦ୍ରଧନୁର ସମସ୍ତ ରଙ୍ଗ ମହଜୁଦ ରହିଛି। ଏହି ସମସ୍ତ ରଙ୍ଗ ସୂର୍ଯ୍ୟ ଦ୍ୱାରା ନିର୍ଗତ ହୁଏ। ଏହି ସମସ୍ତ ମିଶ୍ରଣକୁ ପଦାର୍ଥ ବିଜ୍ଞାନରେ ଧଳା ରଙ୍ଗ କୁହାଯାଏ। ଏହି କାରଣରୁ ସୂର୍ଯ୍ୟ କିରଣ ବିଭିନ୍ନ ରଙ୍ଗରେ ଦୃଶ୍ୟମାନ ହୋଇଥାଏ।