Advertisement
Photo Details/zeeodisha/odisha1760607
photoDetails0hindi

Sunil Shetty Net Worth 2023: ଅଭିନୟରୁ ନୁହେଁ ଏହି ସବୁ କ୍ଷେତ୍ରରୁ କୋଟି କୋଟି ଟଙ୍କା ଇନକମ୍ କରନ୍ତି ସୁନୀଲ୍‌ ସେଟ୍ଟି

Sunil Shetty Net Worth 2023: ବଲିଉଡ଼ ଅଭିନେତା ସୁନୀଲ ସେଟ୍ଟୀ (Sunil Shetty)। ସେ ବଲିଉଡ଼ର ଜଣେ ଆଗଧାଡିର ଅଭିନେତା । ୧୯୯୨ ମସିହାରେ ଫିଲ୍ମ 'ବଲଓ୍ବାନ୍'(Balwaan )ରେ ସେ ଡେବ୍ୟୁ କରିଥିଲେ। ହେରାଫେରି, ଫିର୍ ହେରାଫେରି, ମୋହରା , ଭାଇ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।

1/5

ସେ ସୋସିଆଲ୍ ମିଡିଆରେ ଗୋଟିଏ ଫଟୋ ଅପଲୋଡ କରିବା ପାଇଁ କୋଟି କୋଟି ଟଙ୍କା ନେଇଥାଆନ୍ତି। ଏଥିପାଇଁ ସେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

2/5

କ୍ଲବ୍ ଏଚ୍ ଟୁଓ,  ପପକର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ସାଇ ଇଷ୍ଟେଟ୍ ମ୍ୟାନେଜମେଣ୍ଟ ଆଣ୍ତ ସ୍ଲିଲ୍ ଇଣ୍ଟିଚ୍ୟୁଟ୍,  ଏସ୍ ୨ ରିଏଲିଟି ଆଣ୍ତ ଡେବ୍ ପ୍ରାଇଭେଟ୍ ଲିମିଟେଡ୍, ମିସ୍ ସେଫ୍ ଡାଇନିଙ୍ଗ ବାରର  ସୁନୀଲ ସେଟ୍ଟି ମାଲିକ ଅଟନ୍ତି।

3/5

ଆଇଏକ୍ସଆଇଗୋ, କିଙ୍ଗ,ଆକ୍ୟୁଟେନ୍, ମେନ୍ସ ଡଟ୍ ଏବି ର ବ୍ରାଣ୍ତ ଆମ୍ବାସେଡ଼ର ଅଟନ୍ତି।

4/5

ବିରୋଟସ୍, ମେଟାମ୍ୟାନ୍,ଫିଟର ଭଳି ସ୍ଥଂସ୍ଥାରେ ଇନଭେଷ୍ଟମେଣ୍ଟ ମଧ୍ୟ କରିଛନ୍ତି। 

5/5

ରେଞ୍ଜ ରୋଭର ଓ ହମ୍ବରର  ଲକଜୁରୀୟସ୍ କାର୍ ଚଢନ୍ତି ସୁନୀଲ। ଯାହାର ଦାମ୍ ୬ କୋଟିରୁ ଅଧିକ ହେବ । ତେବେ, କହିବାକୁ ଗଲେ ସୁନୀଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୫ କୋଟି ହେବ।