Advertisement
Photo Details/zeeodisha/odisha2340417
Zee OdishaPhotosMoney Horoscope: ମା ଲକ୍ଷ୍ମୀଙ୍କ କୃପାରୁ ୫ ମାସ ପର୍ଯ୍ୟନ୍ତ ଏହି ୩ ରାଶିଙ୍କ ଭାଗ୍ୟରେ ଧନ ବର୍ଷା, ବିତିବ ବିଳାସପୂର୍ଣ୍ଣ ଜୀବନ
photoDetails0hindi

Money Horoscope: ମା ଲକ୍ଷ୍ମୀଙ୍କ କୃପାରୁ ୫ ମାସ ପର୍ଯ୍ୟନ୍ତ ଏହି ୩ ରାଶିଙ୍କ ଭାଗ୍ୟରେ ଧନ ବର୍ଷା, ବିତିବ ବିଳାସପୂର୍ଣ୍ଣ ଜୀବନ

ଧନ ଦେବୀ ମା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ଫଳରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗିନୀ ମାତା ଲକ୍ଷ୍ମୀଙ୍କ ପୂଜା ଜୀବନରେ ବିଶେଷ ମହତ୍ତ୍ୱ ରଖିଥାଏ। ଶୁକ୍ର ଗ୍ରହ ସହିତ ମାତା ଲକ୍ଷ୍ମୀଙ୍କ ସମ୍ପର୍କ ବେଶ ଦୃଢ ବୋଲି ବିଶ୍ୱାସ କରାଯାଏ। ଶୁକ୍ର ଗ୍ରହ ଯଦି କୁଣ୍ଡଳୀରେ ମଜବୁତ ରହିଥାଏ, ତେବେ ଆପଣଙ୍କୁ କୌଣସି ପ୍ରକାର

1/3

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ୫ ମାସ ବେଶ ଭାଗ୍ୟବାନ ସାବ୍ୟସ୍ତ ହେବାକୁ ଯାଉଛି। କ୍ୟାରିୟରରେ ଉନ୍ନତି ହେବାର ଯୋଗ ରହିଛି। ଅଟକି ଥିବା ଧନ ମଧ୍ୟରେ ଫେରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ମଧ୍ୟ ବେଶ ମଜବୁତ ରହିବ। ସିଙ୍ଗଲ ଥିବା ଯୁବକ ବା ଯୁବତୀମାନେ ପ୍ରେମରେ ପଡ଼ି ପାରନ୍ତି। 

2/3

ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ୫ ମାସ ବେଶ ସୁଖଦ ରହିବ। ଏହି ସମୟରେ ବ୍ୟବସାୟୀମାନେ ଲାଭାନ୍ୱିତ ହେବାକୁ ଯାଉଛନ୍ତି। ମାତା ଲକ୍ଷ୍ମୀଙ୍କ କୃପାରୁ ଆୟ ମଧ୍ୟ ବଢିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ବେଶ ମଜବୁତ ହେବ। ଘରେ ପରିବାର ଖୁସିର ମାହୋଲ ଦେଖିବାକୁ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ଶୁଭମୟ ରହିବ। 

3/3

ସିଂହ ରାଶି ମାତା ଲକ୍ଷ୍ମୀଙ୍କ ଆଶିର୍ବାଦରୁ ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ୫ ମାସ ପର୍ଯ୍ୟନ୍ତ ଯଥେଷ୍ଟ ଲାଭରେ ରହିବେ। ବ୍ୟବସାରେ ଯଥେଷ୍ଟ ଲାଭ ହେବ। ଧନ ଆଗମନର ନୂଆ ରାସ୍ତା ଫିଟିବ। କିନ୍ତୁ ଖର୍ଚ୍ଚ ଉପରେ ଲଗାମ ଲଗାଇବାକୁ ହେବ। ସନ୍ତାନଙ୍କ ତରଫରୁ ଖୁସିର ଖବର ମିଳିପାରେ। ମନ ଅତ୍ୟନ୍ତ ଉତଫୁଲିତ ରହିବ। ସ୍ୱାସ୍ଥ୍ୟ ବେଶ ସୁସ୍ଥ ରହିବ। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।