Advertisement
Photo Details/zeeodisha/odisha1540972
photoDetails0hindi

Weight Loss Tips: ଶୀତଦିନେ ଘରେ ବସି କମିବ ଚର୍ବି, ଜାଣନ୍ତୁ କେମିତି ?

Weight Loss Tips: ରାତିରେ ଶୋଇବା ପୂର୍ବରୁ ଅଧିକାଂଶ ଲୋକେ କ୍ଷୀର ପିଇବାକୁ ପସନ୍ଦ କରନ୍ତି । କେତେକ ଲୋକେ ସାଧାକ୍ଷୀର ପିଉଥିବା ବେଳେ ଆଉ କେତେକ ଲୋକେ ହଳଦୀ କ୍ଷୀର ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଅଦାକ୍ଷୀର ,ଆପଣଙ୍କୁ ଖାସ କରି ଚର୍ବି କମାଇବାରେ ସହାୟତା କରିଥାଏ। ଯାହା ଦ୍ବାରା ଜଣେ ବ୍ୟକ୍ତି ପତଳା ମଧ୍ୟ ହୋଇଥାଏ । 

1/5

ଥଣ୍ଡା ସମୟରେ ଲୋକମାନେ ଅଦା ଚା ପିଇବାକୁ ପସନ୍ଦ କରନ୍ତି,କିନ୍ତୁ ଆପଣ ଅଦା କ୍ଷୀର ମଧ୍ୟ ପିଇପାରିବେ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଥଣ୍ତା ଦିନେ ଭଲ ରହିବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । 

2/5

ଥଣ୍ତା ସମୟରେ କାଶ ସମସ୍ୟାରେ ଘାଣ୍ଟି ହେଉଥିବା ଲୋକଙ୍କ ପାଇଁ ଅଦା ମିଶ୍ରିତ କ୍ଷୀର ରାମବାଣ ସଦୃଶ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ପ୍ରତିଦିନ ଅଦା କ୍ଷୀର ପିଇପାରିବେ ।

3/5

ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛ, ତେବେ ଅଦା କ୍ଷୀର ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରିବ, ଏଥିପାଇଁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଦା ମିଶ୍ରିତ କ୍ଷୀର ପିଇ ପାରିବ।

4/5

ଯଦି ଆପଣ ପେଟ ଜନିତ ସମସ୍ୟାରେ ଯୁଝି ହେଉଛନ୍ତି ,ତେବେ ଅଦା ଖାଇବା ଦ୍ବାରା ଆପଣଙ୍କୁ ଉପଶମ ମିଳିଥାଏ । ଅଦା କ୍ଷୀର ପିଇଲେ ହଜମ ଶକ୍ତି ଠିକ୍ ରୁହେ । ଏହା କୋଷ୍ଠକାଠିନ୍ୟ ସୃଷ୍ଟି କରେ ନାହିଁ ।

5/5

ଗଳା ଯନ୍ତ୍ରଣା ସମୟରେ ଅଦା ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ | ଏପରି ପରିସ୍ଥିତିରେ ଗଳା ଏବଂ ଛାତିରେ ଶ୍ us ାସ ଜମା ହୋଇଯାଏ | ଏହି ସମସ୍ୟାର ସମସ୍ୟାରେ ଅଦା କ୍ଷୀର ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ |