Railway Track Facts: ରେଳ ଧାରଣାରେ କାହିଁକି ବିଛା ଯାଇଥାଏ ମୁନିଆ ପଥର? କ'ଣ ରହିଛି ଏହା ପଛର କାରଣ

Published: Feb 08, 2024, 12:20 AM IST|Updated: Feb 08, 2024, 12:20 AM IST

why track ballast installed at railway tracks: ଯେଉଁ ସ୍ଥାନ ଦେଇ ରେଳ ଧାରଣା ଯାଇଥାଏ ସେଠାରେ ଆପଣ ଛୋଟ ଛୋଟ ମୁନିଆ ପଥର ଖଣ୍ଡ ଦେଖିବାକୁ ପାଇଥିବେ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି କି ରେଳ ଧାରଣାରେ କାହିଁକି ବିଛା ହୋଇଥାଏ ମୁନିଆ ପଥର? ଏହା ପଛରେ କେଉଁ କାରଣ ରହିଛି? ରେଳ ଧାରଣା ମଧ୍ୟରେ ପଥର କାହିଁକି ମୁନିଆ ପଥର ବିଛା ଯାଇଥାଏ?