Advertisement
Photo Details/zeeodisha/odisha1128262
photoDetails0hindi

ବଲିଉଡରେ ହୋଲି: କିମ୍ବଦନ୍ତୀଙ୍କ ଅଭୁଲା ସ୍ମୃତି ପଛରେ ଅଛି ଅନେକ କାହାଣୀ

ଆଜି ଆମେ ଆପଣଙ୍କୁ ରାଜ କପୁରଙ୍କ ଠାରୁ ଅମିତାଭ ବଚ୍ଚନ, ସୁଭାଷ ଘାଇ, ମାଧୁରୀ ଦୀକ୍ଷିତ ପର୍ଯ୍ୟନ୍ତ ଅନେକ କଳାକାରଙ୍କ ସ୍ମରଣୀୟ ହୋଲି ଉତ୍ସବ ଦେଖାଇବାକୁ ଯାଉଛୁ। ଆସନ୍ତୁ ନଜର ପକାଇବା ବଲିଉଡରର କିଛି ପୁରୁଣା ହୋଲି ଫଟୋ ଓ ଏହାର ପଛରେ ଥିବା କାହାଣୀ ଉପରେ 

ସୁପରହିଟ୍ ଯୋଡି

1/6
ସୁପରହିଟ୍ ଯୋଡି

ଏହା ମଧ୍ୟ ଏକ ସ୍ମରଣୀୟ ଫଟୋ ଯେଉଁଥିରେ ସୁପରଷ୍ଟାର ମାଧୁରୀ ଦୀକ୍ଷିତ ତାଙ୍କ ବଲିଉଡ ସୁଭାଷ ଘାଇଙ୍କ ସହ ନଜର ଆସିଛନ୍ତି। ଏହି ନିର୍ଦ୍ଦେଶକ ଏବଂ ଅଭିନେତ୍ରୀ ଯୋଡି ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି।

ୟଙ୍ଗ ଷ୍ଟାର

2/6
ୟଙ୍ଗ ଷ୍ଟାର

ଏହି ଫଟୋରେ ରାଜ କାପୁର ବେଶ ଏନର୍ଜେଟିକ ଦେଖା ଯାଉଛନ୍ତି। ଯେଉଁଭଳି କୌଣସି ୟଙ୍ଗ ଷ୍ଟାର ହୋଲି ପାର୍ଟିରେ ମସଗୁଲ ହୋଇଯାଇଛି। ରାଜ କାପୁର ଏତେ ଏନର୍ଜିରେ ଥିଲେ ଯେ  ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହ ନାଚିବାକୁ ବାଧ୍ୟ ହୋଇଥିଲେ।

ଦୁଇ କିମ୍ବଦନ୍ତୀ ପୁରୁଷ

3/6
ଦୁଇ କିମ୍ବଦନ୍ତୀ ପୁରୁଷ

ଅମିତାଭ ଏବଂ ରାଜ କପୁରଙ୍କ ଏହି ଫଟୋ ଆଜି ବି ବେଶ୍ ଲୋକପ୍ରିୟ। ଯେଉଁମାନେ ଏହି ଦୁଇ କିମ୍ବଦନ୍ତୀ ପୁରୁଷଙ୍କ ପ୍ରଶଂସକ ଅଟନ୍ତି ସେମାନଙ୍କ ପାଇଁ ଏହି ଫଟୋଟି ଏକ ମୂଲ୍ୟବାନ ଉପହାର ଅଟେ।

 

ଗୋଟିଏ ରଙ୍ଗରେ ବଲିଉଡ

4/6
ଗୋଟିଏ ରଙ୍ଗରେ ବଲିଉଡ

ନଜର ପକାନ୍ତୁ ଏହି  ଫଟୋରେ ଉପରେ। ଏଥିରେ ରାଜ କପୁର ରଙ୍ଗର ପର୍ବରେ ବେସ ମସଗୁଲ ଥିବା ଜଣା ପଡୁଛନ୍ତି ତାଙ୍କର ଏହି ପାର୍ଟିରେ ପୁରା ବଲିଉଡକୁ ଗୋଟିଏ ରଙ୍ଗରେ ଦେଖିବାକୁ ମିଳିଥିଲା।

ହୋଲି ପାର୍ଟି ଓ ସେଲିର୍ବେସନ

5/6
ହୋଲି ପାର୍ଟି  ଓ ସେଲିର୍ବେସନ

ହୋଲି ପାର୍ଟି  ଓ ସେଲିର୍ବେସନ ରାଜ କାପୁରଙ୍କ ଠାରୁ ମଧ୍ୟ ଆଗରେ ଥିଲେ ଅମିତାଭ ବଚ୍ଚନ। ତାଙ୍କ ଦ୍ବାରା ଆୟୋଜିତ ହୋଲି ପାର୍ଟିରେ କେବଳ ବଲିଉଡ ଷ୍ଟାର ନୁହନ୍ତି ଅନେକ ରାଜନେତା ମଧ୍ୟ ଯୋଗ ଦେଇଥିଲେ।

ଆର.କେ ଷ୍ଟୁଡିଓ

6/6
ଆର.କେ ଷ୍ଟୁଡିଓ

ଏ ହେଉଛି ଆର.କେ ଷ୍ଟୁଡିଓର ହୋଲିର ଦୃଶ୍ୟ। କିଛି ବର୍ଷ ପୂର୍ବେ ବଲିଉଡରେ ରାଜ କପୁରଙ୍କ ଦ୍ବାରା ଆର.କେ ଷ୍ଟୁଡିଓରେ ହୋଲିର ଗ୍ରାଣ୍ଡ ପାର୍ଟି ପାଳନ କରାଯାଇଥିଲା। ଯେଉଁଠାରେ ବଲିଉଡର ସମସ୍ତ ନିର୍ମାତା, ନିର୍ଦ୍ଦେଶକ, ସୁପରଷ୍ଟାର ସମସ୍ତେ ଉପସ୍ଥିତ ଥିଲେ। ଏହି ପାର୍ଟିର ଫଟୋ ଆଜି ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।