Advertisement
Photo Details/zeeodisha/odisha1113250
photoDetails0hindi

ଏ ହେଉଛି OTT ର ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, କାହା ଆଗରେ ଭୁଲରେ ବି କରନ୍ତୁନି କ୍ଲିକ୍

'ସିଲ୍ ୨' (Seal 2 Web Series) ବ୍ୟତୀତ ଆୟେଶା 'ଝୋଲ' (Jhol) ରେ ମଧ୍ୟ ବହୁତ ବୋଲ୍ଡ ସିନ୍ ଦେଇଛନ୍ତି । କିନ୍ତୁ ଆଉ ଏକ ୱେବ୍ ସିରିଜ୍ (Web Series) ଅଛି ଯେଉଁଥିରେ ଆୟେଶା ଏହି ଦୁଇଟି ୱେବ୍ ସିରିଜ୍ ତୁଳନାରେ ସବୁଠାରୁ ଅଧିକ ହଟ୍ ସିନ୍ (Hot Scenes) ଦେଇଛନ୍ତି ।

1/6

ନୂଆଦିଲ୍ଲୀ: ଆଜିକାଲି OTT ବୋଲ୍ଡ କନଣ୍ଟେନରେ ଭରପୂର ରହିଛି । କିନ୍ତୁ ଯେତେବେଳେ ବି ସବୁଠାରୁ ବୋଲ୍ଡ ସିନ୍ (Bold Scenes) ଦେବା ଅଭିନେତ୍ରୀଙ୍କ କଥା ଆସେ ସେତେବେଳେ ଆୟେଶା କପୁର (Ayesha Kapoor) ଙ୍କ ନାମ ଆସିବ ନିଶ୍ଚୟ । 'ସିଲ୍ ୨' (Seal 2 Web Series) ବ୍ୟତୀତ ଆୟେଶା 'ଝୋଲ' (Jhol) ରେ ମଧ୍ୟ ବହୁତ ବୋଲ୍ଡ ସିନ୍ ଦେଇଛନ୍ତି । କିନ୍ତୁ ଆଉ ଏକ ୱେବ୍ ସିରିଜ୍ (Web Series) ଅଛି ଯେଉଁଥିରେ ଆୟେଶା ଏହି ଦୁଇଟି ୱେବ୍ ସିରିଜ୍ ତୁଳନାରେ ସବୁଠାରୁ ଅଧିକ ହଟ୍ ସିନ୍ (Hot Scenes) ଦେଇଛନ୍ତି ।

'ସିଆପା'ରେ ଦେଇଛନ୍ତି ବୋଲ୍ଡ ସିନ୍

2/6
'ସିଆପା'ରେ ଦେଇଛନ୍ତି ବୋଲ୍ଡ ସିନ୍

ଆୟେଶା କପୁର (Ayesha Kapoor) ଙ୍କ 'ସିଆପା' ୱେବ୍ ସିରିଜ୍ (Siyapa Web Series) ଚଳିତ ବର୍ଷ ମୁକ୍ତିଲାଭ କରିଛି । ଏଥିରେ ଆୟେଶା କପୁର ଓ ସିମରନ୍ ଖାନ୍ (Simran Khan) ଅଭିନୟ କରିଛନ୍ତି ।

'ସିଆପା'ର କୌତୁହଳପୂର୍ଣ୍ଣ କାହାଣୀ

3/6
'ସିଆପା'ର କୌତୁହଳପୂର୍ଣ୍ଣ କାହାଣୀ

'ସିଆପା' ୱେବ୍ ସିରିଜ୍ (Siyapa Web Series) ର କାହାଣୀ ପିଲା ଓ ପତ୍ନୀକୁ ନେଇ ହୋଇଛି । ଯେଉଁଥିରେ ବାପା ଓ ତାଙ୍କ ପୁଅର କାହାଣୀ ଦେଖିବାକୁ ମିଳିବ ।

ସୀମା ବାହାରେ ବୋଲ୍ଡ

4/6
ସୀମା ବାହାରେ ବୋଲ୍ଡ

'ସିଆପା' ୱେବ୍ ସିରିଜ୍ (Siyapa Web Series) ରେ ଆୟେଶା କପୁର ସୀମା ଅତିକ୍ରମ କରି ବୋଲ୍ଡ ସିନ୍ (Ayesha Kapoor Bold Scenes) ଦେଇଛନ୍ତି । କିଛି ଦୃଶ୍ୟ ଅଛି ଯାହା ପ୍ରଶଂସକମାନଙ୍କ ପାରା ବଢ଼ାଇ ଦେବ ।

ଏହା ବି ପଢ଼ନ୍ତୁ:-ଭୂମିରୁ ଆକାଶ ପର୍ଯ୍ୟନ୍ତ ...ୟୁକ୍ରେନର ସବୁଆଡ଼େ ପୁଟିନଙ୍କ ଏହି ୮ଟି ଅସ୍ତ୍ର କରୁଛି ଧ୍ୱଂସ ଲୀଳା

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!

ଏହା ବି ପଢ଼ନ୍ତୁ:-ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ୟୁକ୍ରେନର ଆଜୋଭ ରେଜିମେଣ୍ଟ ବିଷୟରେ, ଯିଏ ଋଷର ସେନାକୁ ଦେଉଛି କଡ଼ା ଟକ୍କର

ଅନେକ ୱେବ୍ ସିରିଜରେ ଦେଇସାରିଛନ୍ତି ବୋଲ୍ଡ ସିନ୍

5/6
ଅନେକ ୱେବ୍ ସିରିଜରେ ଦେଇସାରିଛନ୍ତି ବୋଲ୍ଡ ସିନ୍

ବିଶେଷ କଥା ହେଉଛି 'ସିଆପା' ୱେବ୍ ସିରିଜ୍ (Siyapa Web Series) ବ୍ୟତୀତ ଆୟେଶା କପୁର ଅନ୍ୟାନ୍ୟ ୱେବ୍ ସିରିଜରେ ମଧ୍ୟ ବୋଲ୍ଡନେସର (Ayesha Kapoor Hot Scenes)  ତଡ଼କା ଲଗାଇସାରିଛନ୍ତି । ଏହି ୱେବ୍ ସିରିଜ୍ ଗୁଡ଼ିକ ହେଉଛି 'ସିଲ୍ 2' ଓ 'ଝୋଲ୍' ।

ସୋସିଆଲ ମିଡିଆରେ ସକ୍ରିୟ

6/6
ସୋସିଆଲ ମିଡିଆରେ ସକ୍ରିୟ

ସୋସିଆଲ ମିଡିଆରେ ଆୟେଶା କପୁର (Ayesha Kapoor Hot Pics)ମଧ୍ୟ ବହୁତ ସକ୍ରିୟ ଅଛନ୍ତି । ଯାହା ଉପରେ ତାଙ୍କ ପ୍ରଶଂସକମାନେ ନିରନ୍ତର କମେଣ୍ଟ କରନ୍ତି ।