ଛିଣ୍ଡୁନି ଅଙ୍କ, ବଣ୍ଟାଯାଇପାରୁନି ମନ୍ତ୍ରୀଙ୍କୁ ବିଭାଗ: ଜାଣନ୍ତୁ ୩ ଦିନରେ କେଉଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ମୁଖ୍ୟମନ୍ତ୍ରୀ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାରେ ମଧ୍ୟ ଅନେକ କାରକ ବାଧକ ହେଉଥିବାରୁ ଘରେ ପଶୁ ପଶୁ ଚାଳ ବାଜିବା ଆରମ୍ଭ ହୋଇଛି। ଆସନ୍ତୁ ନଜର ପାଇବା କିଛି ପ୍ରମୁଖ ବିନ୍ଦୁ ଉପରେ ଯେଉଁଗୁଡ଼ିକ ଏହି ତିନିଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆଗରେ ଆହ୍ୱାନ ହୋଇଛି।

ଛିଣ୍ଡୁନି ଅଙ୍କ, ବଣ୍ଟାଯାଇପାରୁନି ମନ୍ତ୍ରୀଙ୍କୁ ବିଭାଗ: ଜାଣନ୍ତୁ ୩ ଦିନରେ କେଉଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

About the Author