BJD Districts Observers List: ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ୱ, କାହାର କଟିଲା ପତା?
Advertisement

BJD Districts Observers List: ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ୱ, କାହାର କଟିଲା ପତା?

BJD Districts Observers List: ୨୦୨୪ ପାଇଁ ଆରମ୍ଭ ହୋଇଗଲା ମାନସ ମନ୍ଥନ। ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ବିଜେଡି ନେଲା ବଡ ପଦକ୍ଷେପ। ଦଶହର ପର ଦିନ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ କରାଗଲା ପରିବର୍ତ୍ତନ।

BJD Districts Observers List: ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ୱ, କାହାର କଟିଲା ପତା?

BJD Districts Observers List, ଭୁବନେଶ୍ୱର: ମିଶନ-୨୦୨୪ ପାଇଁ ବିଜେଡିରେ ବଡ ଧରଣରେ ସାଙ୍ଗଠାନିକ ପରିବର୍ତ୍ତନ ହୋଇଛି। ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ତରରେ ଅଦଳବଦଳ କରାଯାଇଛି। ଗୁରୁବାର ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଏକ ନୂଆ ତାଲିକା ପ୍ରକାଶ କରାଯାଇଛି। ଏଥିରେ ୨୫ ଜଣ ନେତାଙ୍କୁ ୩ ଜିଲ୍ଲାର ଦାୟୀତ୍ୱ ଦିଆଯାଇଛି। ତେବେ ୫ ନେତାଙ୍କୁ ଦୁଇଟି ଲେଖାଏ ଜିଲ୍ଲାର ଦାୟୀତ୍ୱ ଦିଆଯାଇଛି। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ମନ୍ତ୍ରୀ ସମୀର ଦାଶଙ୍କୁ ଏଥର ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି। 

କାହାକୁ କେଉଁଠି ମିଳିଲା ଦାୟୀତ୍ୱ?

  • ଅନୁଗୁଳ: ପ୍ରଶାନ୍ତ ମୁଦୁଲି
  • କଟକ: ଉଷା ଦେବୀ
  • କଳାହାଣ୍ଡି: ନବକିଶୋର ଦାସ
  • କନ୍ଧମାଳ: ବିଜୟ ନାୟକ
  • କୋରାପୁଟ/ମାଲକାନଗିରି: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
  • କେନ୍ଦ୍ରାପଡା: ପ୍ରଫୁଲ୍ଲ କୁମାର ମଲ୍ଲିକ
  • କେନ୍ଦୁଝର/ମୟୁରଭଞ୍ଜ: ପ୍ରଣବ ପ୍ରକାଶ ଦାସ 
  • ଗଞ୍ଜାମ: ପ୍ରଦୀପ କୁମାର ଅମାତ
  • ଗଜପତି/ରାୟଗଡା: ଅତନୁ ସବ୍ୟସାଚୀ ନାୟକ
  • ଜଗତସିଂହପୁର: ଅରୁଣ କୁମାର ସାହୁ
  • ଝାରସୁଗୁଡା: ସାରଦା ପ୍ରସାଦ ନାୟକ
  • ଢେଙ୍କାନାଳ/ଖୋର୍ଦ୍ଧା: ପ୍ରମିଳା ମଲ୍ଲିକ
  • ନବରଙ୍ଗପୁର: ଈଶ୍ବର ପାଣିଗ୍ରାହୀ
  • ନୟାଗଡ଼: ପ୍ରଦ୍ମନାଭ ବେହେରା
  • ନୂଆପଡା: ଟୁକୁନି ସାହୁ
  • ପୁରୀ: ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ବାଲେଶ୍ଵର: ପ୍ରତାପ ଦେବ
  • ବରଗଡ଼: ସୁଧୀର କୁମାର ସାମଲ
  • ବଲାଙ୍ଗୀର/ଦେଓଗଡ଼: ସୁଶାନ୍ତ ସିଂହ 
  • ବୌଦ୍ଧ: ସୌଭାଗ୍ୟ ନାୟକ
  • ଭଦ୍ରକ: ପ୍ରଣବ କୁମାର ବଳବନ୍ତରାୟ
  • ଯାଜପୁର: ଅଶୋକ କୁମାର ପଣ୍ଡା
  • ସମ୍ବଲପୁର: ନଳିନୀକାନ୍ତ ପ୍ରଧାନ
  • ସୁନ୍ଦରଗଡ଼: ପ୍ରୀତିରଞ୍ଜନ ଘଡେଇ
  • ସୋନପୁର: ରୋହିତ ପୂଜାରୀ

Also Read: Govt Contractual Employees: ଅବସରପ୍ରାପ୍ତଙ୍କୁ ଅବସର ଓ ସ୍ଥାୟୀଙ୍କୁ ମିଳିଲା ଉପହାର, ଠିକାଙ୍କୁ କଥା ଦେଇ ଠକିଦେଲେ ସରକାର

ଦୁଇଟି ଜିଲ୍ଲା ଦାୟିତ୍ୱରେ-

  • ସୁଶାନ୍ତ ସିଂହ 
  • ପ୍ରମିଳା ମଲ୍ଲିକ
  • ଅତନୁ ସବ୍ୟସାଚୀ ନାୟକ
  • ପ୍ରଣବ ପ୍ରକାଶ ଦାସ 
  • କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

କିଏ କିଏ ବାଦ୍ ପଡିଲେ?

  • ସମୀର ରଞ୍ଜନ ଦାଶ
  • ଚନ୍ଦ୍ର ସାରଥୀ ବେହେରା
  • ତୁଷାରକାନ୍ତି ବେହେରା
  • ଦେବାଶିଷ ସାମନ୍ତରାୟ
  • ସୁବାସ ସିଂହ

ନୂଆ ଚେହେରା-

  • ରୋହିତ ପୂଜାରୀ
  • ଟୁକୁନି ସାହୁ
  • ଅରୁଣ ସାହୁ
  • ସାରଦା ନାୟକ
  • ଈଶ୍ବର ପାଣିଗ୍ରାହୀ

fallback