Manmohan Samal: ବିଭିନ୍ନ ମହଲରୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

ଦୀର୍ଘ ୨୪ ବର୍ଷ ଧରି ସାରା ରାଜ୍ୟବାସୀ ଅଣନିଶ୍ୱାସୀ ହୋଇଯାଇଥିବା ବେଳେ ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ମଙ୍ଗ ଧରିଥିବା ବରିଷ୍ଠ ନେତା ମନମୋହନ ସାମଲ ସାମ୍ନାକୁ ଆସିଥିଲେ। ସାଢେ ୪ କୋଟି ଜନତାଙ୍କ ପରିବର୍ତ୍ତନର ସ୍ୱର ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେଇଯାଇଥିଲା। ସାମ୍ନାକୁ ଆସିଥିଲେ ଏବଂ ଓଡିଶାବାସୀଙ୍କ ପରିବର୍ତ୍ତନର ସ୍ୱର ସହିତ ସ୍

Manmohan Samal: ବିଭିନ୍ନ ମହଲରୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

About the Author