ବିମାନ ଚଳାଚଳକୁ ନେଇ ଆସିଲା ଗାଇଡ଼ ଲାଇନ, ୭ଟି ରୁଟରେ ଉଡ଼ିବ ବିମାନ

ଆସନ୍ତା ୨୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଏଥିପାଇଁ ଆଜି ବିମାନ ଚଳାଚଳ ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି। ତେବେ ଏଥିପାଇଁ ଆଜି ବିମାନ ଚଳାଚଳ ମନ୍ତ୍ରଣାଳୟ ଜାରି କରିଛି। ତେବେ ଚଳାଚଳ କରିବାକୁ ଥିବା ବିମାନର ରୁଟକୁ ୭ ଭାଗରେ ବାଣ୍ଟିଛନ୍ତି ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ।

ବିମାନ ଚଳାଚଳକୁ ନେଇ ଆସିଲା ଗାଇଡ଼ ଲାଇନ, ୭ଟି ରୁଟରେ ଉଡ଼ିବ ବିମାନ

About the Author