ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ; କ'ଣ କହୁଛି Exit Poll? ଏହି ରାଜ୍ୟରେ ଗଠନ ହୋଇପାରେ ନୂଆ ସରକାର
Advertisement
Article Detail0/zeeodisha/odisha1118242

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ; କ'ଣ କହୁଛି Exit Poll? ଏହି ରାଜ୍ୟରେ ଗଠନ ହୋଇପାରେ ନୂଆ ସରକାର

ନିର୍ବାଚନ ସମାପ୍ତ ହେବା ମାତ୍ରେ ପାଞ୍ଚଟି ରାଜ୍ୟ ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆସିଛି। ଯଦି ଏକଜିଟ୍ ପୋଲ୍ ଫଳାଫଳକୁ ବିଶ୍ୱାସ କରାଯାଏ, ତେବେ ବିଜେପି ସରକାର ଚାରିଟି ରାଜ୍ୟରେ ଫେରୁଥିବାବେଳେ ପଞ୍ଜାବରେ ଆମ୍ ଆଦମି ପାର୍ଟି କ୍ଷମତାକୁ ଆସିବ ବୋଲି ଆଶା କରାଯାଉଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ସୋମବାର ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଏହା ସହିତ ପାଞ୍ଚଟି ରାଜ୍ୟ ଯଥା- ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନ ମଧ୍ୟ ଶେଷ ହୋଇଛି। ମାର୍ଚ୍ଚ ୧୦ରେ ସମସ୍ତ ରାଜ୍ୟର ନିର୍ବାଚନ ଫଳାଫଳ ଆସିବ। ନିର୍ବାଚନ ସମାପ୍ତ ହେବା ମାତ୍ରେ ପାଞ୍ଚଟି ରାଜ୍ୟ ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆସିଛି। ଯଦି ଏକଜିଟ୍ ପୋଲ୍ ଫଳାଫଳକୁ ବିଶ୍ୱାସ କରାଯାଏ, ତେବେ ବିଜେପି ସରକାର ଚାରିଟି ରାଜ୍ୟରେ ଫେରୁଥିବାବେଳେ ପଞ୍ଜାବରେ ଆମ୍ ଆଦମି ପାର୍ଟି କ୍ଷମତାକୁ ଆସିବ ବୋଲି ଆଶା କରାଯାଉଛି।

ଉତ୍ତର ପ୍ରଦେଶ Exit Poll 2022

ମୋଟ ସିଟ୍: 403
ବହୁମତ ପାଇଁ ଆବଶ୍ୟକ: 202 ସିଟ୍

P-MARQ Exit Poll

ବିଜେପି:  240 ସିଟ୍
SP: 140 ସିଟ୍ 
BSP:  17 ସିଟ୍
କଂଗ୍ରେସ:  4 ସିଟ୍
ଅନ୍ୟାନ୍ୟ:  2 ସିଟ୍

JAN KI BAAT Exit Poll

ବିଜେପି:  222-260 ସିଟ୍
SP: 135-165 ସିଟ୍
BSP: 4-9 ସିଟ୍
କଂଗ୍ରେସ: 1--3 ସିଟ୍
ଅନ୍ୟାନ୍ୟ:  3-4 ସିଟ୍

ETG RESEARCH Exit Poll

ବିଜେପି:  230-245 ସିଟ୍
SP: 150-165 ସିଟ୍
BSP: 5-10 ସିଟ୍
କଂଗ୍ରେସ:  2-6 ସିଟ୍
ଅନ୍ୟାନ୍ୟ:  2-6 ସିଟ୍

POLL OF POLLS Exit Poll

ବିଜେପି:  238-258 ସିଟ୍
SP: 128-148 ସିଟ୍
BSP: 8-16 ସିଟ୍
କଂଗ୍ରେସ: 3-7 ସିଟ୍

ପଞ୍ଜାବ Exit Poll 2022

ମୋଟ ସିଟ୍: 117
ବହୁମତ ପାଇଁ ଆବଶ୍ୟକ: 59

P-MARQ Exit Poll

କଂଗ୍ରେସ: 23-31 ସିଟ୍
ଆମ୍ ଆଦମି ପାର୍ଟି: 62-70 ସିଟ୍
SAD: 16-24 ସିଟ୍ 
ବିଜେପି +: 1-3 ସିଟ୍
ଅନ୍ୟାନ୍ୟ: 1-3 ସିଟ୍ 

JAN KI BAAT Exit Poll
 
କଂଗ୍ରେସ:  18-31 ସିଟ୍
ଆମ ଆଦମି ପାର୍ଟି: 60-84 ସିଟ୍
SAD:12-19 ସିଟ୍
ବିଜେପି: 3-7 ସିଟ୍

TODAY’S CHANAKYA Exit Poll

କଂଗ୍ରେସ: 10 ସିଟ୍
ଆମ ଆଦମି ପାର୍ଟି: 100 ସିଟ୍
SAD: 6 ସିଟ୍ 
ବିଜେପି: 1 ସିଟ୍
ଅନ୍ୟାନ୍ୟ: 00 ସିଟ୍

POLL OF POLLS Exit Poll

କଂଗ୍ରେସ: 24-32 ସିଟ୍ 
ଆମ ଆଦମି ପାର୍ଟି: 59-75 ସିଟ୍
SAD: 13-19 ସିଟ୍ 
ବିଜେପି: 2-6 ସିଟ୍

ଉତ୍ତରାଖଣ୍ଡ Exit Poll 2022

ମୋଟ ସିଟ୍: 70
ବହୁମତ ପାଇଁ ଆବଶ୍ୟକ: 36 ସିଟ୍

P-MARQ Exit Poll

ବିଜେପି: 35-39 ସିଟ୍
କଂଗ୍ରେସ: 28-34 ସିଟ୍ 
ଆମ ଆଦମି ପାର୍ଟି: 0-3 ସିଟ୍
ଅନ୍ୟାନ୍ୟ: 0-3 ସିଟ୍

JAN KI BAAT Exit Poll

ବିଜେପି: 32-41 ସିଟ୍
କଂଗ୍ରେସ: 27-35 ସିଟ୍
ଆମ ଆଦମି ପାର୍ଟି: 00-01 ସିଟ୍
ଅନ୍ୟାନ୍ୟ: 02 ସିଟ୍

AXIS MY INDIA Exit Poll

ବିଜେପି: 36-46 ସିଟ୍
କଂଗ୍ରେସ: 20-30 ସିଟ୍
ଆମ ଆଦମି ପାର୍ଟି- 00 ସିଟ୍
ଅନ୍ୟାନ୍ୟ: 4-9 ସିଟ୍

ETG RESEARCH Exit Poll

ବିଜେପି: 37-40 ସିଟ୍
କଂଗ୍ରେସ: 29-32 ସିଟ୍
ଆମ ଆଦମି ପାର୍ଟି: 0-1 ସିଟ୍
ଅନ୍ୟାନ୍ୟ: 0-2 ସିଟ୍

ମଣିପୁର Exit Poll 2022

ମୋଟ ସିଟ୍: 60
ବହୁମତ ପାଇଁ ଆବଶ୍ୟକ: 31 ସିଟ୍

DesignBoxed Exit Poll

ବିଜେପି: 32-38 ସିଟ୍ 
କଂଗ୍ରେସ: 12-17 ସିଟ୍ 
NPP: 2-4 ସିଟ୍ 
ଅନ୍ୟାନ୍ୟ: 2-5 ସିଟ୍ 

P-MARQ Exit Poll

ବିଜେପି: 27-31 ସିଟ୍
କଂଗ୍ରେସ: 11-17 ସିଟ୍
ଅନ୍ୟାନ୍ୟ: 5-13 ସିଟ୍ 
NPP: 6-10 ସିଟ୍ 

Jan Ki Baat Exit Poll

ବିଜେପି: 23-28 ସିଟ୍
କଂଗ୍ରେସ: 10-14 ସିଟ୍
ଅନ୍ୟାନ୍ୟ: 12-18 ସିଟ୍ 
NPP: 7-8 ସିଟ୍ 

CNX Exit Poll

ବିଜେପି: 26-31 ସିଟ୍
କଂଗ୍ରେସ: 12-17 ସିଟ୍
ଅନ୍ୟାନ୍ୟ: 7-12 ସିଟ୍ 
NPP: 6-10 ସିଟ୍ 

ଗୋଆ Exit Poll 2022

ମୋଟ ସିଟ୍- 40 
ବହୁମତ ପାଇଁ ଆବଶ୍ୟକ- 21 ସିଟ୍

DESIGNBOXED Exit Poll

ବିଜେପି: 13-18 ସିଟ୍ 
କଂଗ୍ରେସ: 14-19 ସିଟ୍ 
ଅନ୍ୟାନ୍ୟ: 4-11 ସିଟ୍ 

AXIS MY INDIA Exit Poll
 
ବିଜେପି: 14-18 ସିଟ୍ 
କଂଗ୍ରେସ+: 15-20 ସିଟ୍
ଅନ୍ୟାନ୍ୟ: 2-9 ସିଟ୍ 

JAN KI BAAT Exit Poll

ବିଜେପି: 13-19 ସିଟ୍ 
କଂଗ୍ରେସ+: 14-19 ସିଟ୍
ଆମ୍ ଆଦମି ପାର୍ଟି: 01-02 ସିଟ୍ 
ଅନ୍ୟାନ୍ୟ: 04-08 ସିଟ୍ 

VETO Exit Poll
 
ବିଜେପି: 14 ସିଟ୍ 
କଂଗ୍ରେସ: 16 ସିଟ୍ 
ଆମ୍ ଆଦମି ପାର୍ଟି: 4 ସିଟ୍ 
ଅନ୍ୟାନ୍ୟ: ୬ ସିଟ୍

CNX Exit Poll

ବିଜେପି: 16-22 ଆସନ 
କଂଗ୍ରେସ+: 11-17 ଆସନ 
ଆମ୍ ଆଦମି ପାର୍ଟି: 0-2 ସିଟ୍ 
ଅନ୍ୟାନ୍ୟ: 5-7 ସିଟ୍ 

P-MARQ Exit Poll
 
ବିଜେପି: 13-17 ସିଟ୍ 
କଂଗ୍ରେସ: 13-17 ସିଟ୍ 
ଆମ୍ ଆଦମି ପାର୍ଟି: 2-6 ସିଟ୍ 
ଅନ୍ୟାନ୍ୟ: 2-4 ସିଟ୍ 

ETG RESEARCH Exit Poll

ବିଜେପି: 17-20 ଟି ଆସନ 
କଂଗ୍ରେସ: 15-17 ସିଟ୍ 
ଆମ୍ ଆଦମି ପାର୍ଟି: 1-2 ଟି ସିଟ୍ 
ଅନ୍ୟାନ୍ୟ: 4-6 ସିଟ୍