Lok Sabha Election 2024: ଲୋକସଭା ନିର୍ବାଚନ ଲଢିବେ ରାଜ୍ୟସଭା ସାଂସଦ; କିଏ କେଉଁ ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା?

Rajya Sabha MP who will Contest in 2024 Lok Sabha Poll 2024: ଆଗମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଆଗୁଆ ପ୍ରସ୍ତୁତି। ଏହି କ୍ରମରେ ଦଳର କିଛି ରାଜ୍ୟସଭା ସାଂସଦଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ହୋଇଛି ଯୋଜନା।

Lok Sabha Election 2024: ଲୋକସଭା ନିର୍ବାଚନ ଲଢିବେ ରାଜ୍ୟସଭା ସାଂସଦ; କିଏ କେଉଁ ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା?

About the Author