ଫଳ ତୋଳୁଛି କିଏ, ଖାଉଛି କିଏ ?

ବେଳ ଥାଉ ଏବେ କଂଗ୍ରେସକୁ ବନ୍ଧ ବାନ୍ଧିବାକୁ ହେବ । ନହେଲେ କଂଗ୍ରେସରେ କେବଳ ରାହୁଲ ହିଁ ଏକମାତ୍ର ଯୁବନେତା ହେବାର ରେକର୍ଡ ଅର୍ଜନ କରିବେ । ଦଳରେ ଯୁବନେତା ଭାବେ ଜଣେ ହିଁ ଚିହ୍ନାମୁହଁ ଦେଖିବାକୁ ମିଳିବ !

ଫଳ ତୋଳୁଛି କିଏ, ଖାଉଛି କିଏ ?
Image Credit: ଫାଇଲ ଫଟୋ

About the Author