Lok Sabha Election 2024: ବୁଥ ନିକଟରେ ଗୁଳିମାଡ଼ ପରେ ସୁରକ୍ଷା ବ୍ୟବସ୍ଥା ମଜବୁତ; ଜାରି ରହିଛି ଭୋଟ ଗ୍ରହଣ

Lok Sabha Elections 2024 Voting: ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ହିଂସାକାଣ୍ଡ ସତ୍ତ୍ୱେ ମଣିପୁରର ସମସ୍ତ ୨ ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟ ଗ୍ରହଣ।

Lok Sabha Election 2024: ବୁଥ ନିକଟରେ ଗୁଳିମାଡ଼ ପରେ ସୁରକ୍ଷା ବ୍ୟବସ୍ଥା ମଜବୁତ; ଜାରି ରହିଛି ଭୋଟ ଗ୍ରହଣ

About the Author