MCD Election Result: ନିର୍ବାଚନରେ କଂଗ୍ରେସ ସମ୍ମାନ ରଖିଲେ ମୁସଲିମ ପ୍ରାର୍ଥୀ, ୯ ଆସନ ପାଇଲା ଦଳ

MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମାତ୍ର ୯ ଆସନ ପାଇଛି କଂଗ୍ରେସ। ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ୩୧ ଆସନ ପାଇଥିଲା। ଏଥର ନିର୍ବାଚନରେ କଂଗ୍ରେସ ସମ୍ମାନ ବଞ୍ଚାଇ ଦେଇଛନ୍ତି ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମୁସଲିମ ପ୍ରାର୍ଥୀ। କଂଗ୍ରେସ ଜିତିଥିବା ୯ ୱାର୍ଡ ମଧ୍ୟରୁ ୭ ଆସନରେ ମୁସଲିମ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

MCD Election Result: ନିର୍ବାଚନରେ  କଂଗ୍ରେସ ସମ୍ମାନ ରଖିଲେ ମୁସଲିମ ପ୍ରାର୍ଥୀ, ୯ ଆସନ ପାଇଲା ଦଳ

About the Author