)
MCD Election Winning Candidate: ପ୍ରକାଶ ପାଇଛି ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ। ମୋଟ ୨୫୦ ୱାର୍ଡ ମଧ୍ୟରୁ ଆମ ଆଦମୀ ପାର୍ଟି ୧୩୪, ବିଜେପି ୧୦୪, କଂଗ୍ରେସ ୯ ଏବଂ ସ୍ୱାଧୀନ ଏବଂ ଅନ୍ୟ ଦଳ ୩ ଆସନ ପାଇଛନ୍ତି। ଦିଲ୍ଲୀ ନଗର ନିଗମରେ ପରିଷଦ ଗଠନ କରିବା ଲାଗି କୌଣସି ଦଳକୁ ୧୨୬ ଆସନ ଆବଶ୍ୟକ। ଆମ ଆଦମୀ ପାର୍ଟି ପରିଷଦ ଗଠନ ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଅନ୍ୟପଟେ ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେପି ଏଥର ବିରୋଧୀ ଆସନରେ ବସିଛି।
କେଉଁ ଆସନର କେଉଁ ଦଳର ପ୍ରାର୍ଥୀ ହେଲେ ବିଜୟୀ?