ଖଲିକୋଟ ହିଂସା ତଦନ୍ତ କରିବ ଏସ୍‍ଆଇଟି

Khallikote Pre-poll violence: ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିକୋଟରେ ଘଟିଥିବା ନିର୍ବାଚନୀ ହିଂସା ଓ ପରବର୍ତ୍ତୀ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି।

ଖଲିକୋଟ ହିଂସା ତଦନ୍ତ କରିବ ଏସ୍‍ଆଇଟି
Image Credit: SIT to investigate Khallikote violence

About the Author