Calcutta High Court: ବିଜେପିରେ ଯୋଗଦେବେ ଜଷ୍ଟିସ ଗଙ୍ଗୋପାଧ୍ୟାୟ, ଏହି LS ଆସନରୁ ଲଢ଼ିବେ ନିର୍ବାଚନ

Calcutta High Court: ଇସ୍ତଫା ଦେବା ପରେ କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୭ ମାର୍ଚ୍ଚ ମଧ୍ୟାହ୍ନରେ ଏକ ସମ୍ଭାବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ସେ ବିଜେପିରେ ଯୋଗଦେବେ।

Calcutta High Court: ବିଜେପିରେ ଯୋଗଦେବେ ଜଷ୍ଟିସ ଗଙ୍ଗୋପାଧ୍ୟାୟ, ଏହି LS ଆସନରୁ ଲଢ଼ିବେ ନିର୍ବାଚନ
Image Credit: Justice Abhijit Gangopadhyay

About the Author