କୋରୋନା ସଙ୍କଟ ବେଳେ ଦିଲ୍ଲୀ ବାହାରେ ଅମିତ ଶାହା, ଚାରି ଦିନରେ ବୁଲିବେ ୧୨ ଜିଲ୍ଲା

କୋରୋନାର ତୃତୀୟ ଲହର ଆଶଙ୍କା ଓ ଓମିକ୍ରୋନ ଆତଙ୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚାରି ଦିନ ପାଇଁ ଉତ୍ତର ପ୍ରଦେଶ ଗସ୍ତ କରୁଛନ୍ତି। ସେ ଆସନ୍ତା ୬ ଦିନ ମଧ୍ୟରେ ଚାରି ଦିନ ଉତ୍ତର ପ୍ରଦେଶ ଓ ଦୁଇ ଦିନ ଦିଲ୍ଲୀରେ ରହିବେ।

କୋରୋନା ସଙ୍କଟ ବେଳେ ଦିଲ୍ଲୀ ବାହାରେ ଅମିତ ଶାହା, ଚାରି ଦିନରେ ବୁଲିବେ ୧୨ ଜିଲ୍ଲା
Image Credit: ଫାଇଲ ଫଟୋ

About the Author