IND vs ENG: ଭାରତ ନାମରେ ରହିଲା ରାଞ୍ଚି ଟେଷ୍ଟ ମ୍ୟାଚର ତୃତୀୟ ଦିନ, ଜିତିବା ପାଇଁ କେବଳ ଏତିକି ରନ୍ ଆବଶ୍ୟକ

India vs England, 4th Test Day 3 HIGHLIGHTS: ରାଞ୍ଚି ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଟିମ୍ ଇଣ୍ଡିଆ ନାମରେ ରହିଛି। ଇଂଲଣ୍ଡ ଦଳ ଦୁଇଟି ସପୂର୍ଣ୍ଣ ଅଧିବେଶନ ମଧ୍ୟ ଖେଳି ପାରି ନଥିଲା। ଏଥି ସହିତ, ଜିତିବାକୁ ଭାରତୀୟ ଦଳକୁ ଚତୁର୍ଥ ଦିନରେ ମାତ୍ର ୧୫୨ ରନ୍ ସ୍କୋର କରିବାକୁ ପଡିବ। ୧୦ଟି ୱିକେଟ୍ ମଧ୍ୟ ଭାରତ ହାତରେ ଅଛି।

IND vs ENG: ଭାରତ ନାମରେ ରହିଲା ରାଞ୍ଚି ଟେଷ୍ଟ ମ୍ୟାଚର ତୃତୀୟ ଦିନ, ଜିତିବା ପାଇଁ କେବଳ ଏତିକି ରନ୍ ଆବଶ୍ୟକ
Image Credit: India vs England, 4th Test Day 3 HIGHLIGHTS

About the Author