Badminton Asia team championships 2024: ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ମହିଳା ଦଳ

Badminton Asia team championships: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଭାରତୀୟ ମହିଳା ଦଳ । ଶାହା ଆଲମରେ ଚାଲିଥିବା ଏସୀୟ ଦଳଗତ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଁଞ୍ଚିଛି ।

Badminton Asia team championships 2024: ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ମହିଳା ଦଳ

About the Author