Cricketer Death: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଏହି ଯୁବ ଖେଳାଳୀଙ୍କ ଜୀବନ..

Cricketer Death Due to Heart Attack: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଜଣେ ଯୁବ ଖେଳାଳୀଙ୍କର ମୃତ୍ୟୁ ଘଟିଛି। ଖେଳାଳୀ ଜଣଙ୍କ ବ୍ୟାଟିଂ କରିବାକୁ ଅପେକ୍ଷା କରିଥିବା ବେଳେ ହୃଦଘାତ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏହି ୩୦ ବର୍ଷୀୟ ଯୁବ ଖେଳାଳୀ ଜଣଙ୍କ ମଧ୍ୟପ୍ରଦେଶର ଦୀପକ ଖଣ୍ଡେକର ବୋଲି ଜଣା ପଡ଼ିଛି। ତାଙ୍କର ଏପରି ଅଚାନକ୍ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି।

Cricketer Death: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଏହି ଯୁବ ଖେଳାଳୀଙ୍କ ଜୀବନ..

About the Author