IND Vs ENG: ଦ୍ୱିଶତକ ହାସଲ ପରେ ଭାଇରାଲ ହେଉଛି ଯଶସ୍ୱୀଙ୍କ ପିଲା ଦିନର ଭିଡ଼ିଓ, ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ୍

India vs England 2nd Test: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି ଯଶସ୍ୱୀ ଜୈସୱାଲ । ଏହି ଟେଷ୍ଟ ମ୍ୟାଚରେ ଜୈସୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ଯଶସ୍ୱୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ହୋଇପାରିନାହାନ୍ତି ।

IND Vs ENG: ଦ୍ୱିଶତକ ହାସଲ ପରେ ଭାଇରାଲ ହେଉଛି ଯଶସ୍ୱୀଙ୍କ ପିଲା ଦିନର ଭିଡ଼ିଓ, ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ୍
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author