IND vs ENG: ୧୧୨ ବର୍ଷ ପରେ ଇତିହାସ ରଚିଲା ଭାରତ, ଇଂଲଣ୍ଡକୁ ହରାଇ ୪-୧ରେ ସିରିଜ ବିଜୟୀ

ନୂଆଦିଲ୍ଲୀ: ଘରୋଇ ମାଟିରେ ଇତିହାସ ରଚିଛି ଭାରତ। ଧର୍ମଶାଳା ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡକୁ ଗୋଟିଏ ଇନିଂସ ଓ ୬୪ ରନରେ ପରାସ୍ତ କରିଛି ଭାରତ। ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଶତକୀୟ ଇନିଂସ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂରେ ଭାରତ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ସହିତ ସିରିଜକୁ ୪-୧ ବ୍ୟବଧାନରେ ବିଜୟ ହାସଲ କରିନେଇଛି। ଧର

IND vs ENG: ୧୧୨ ବର୍ଷ ପରେ ଇତିହାସ ରଚିଲା ଭାରତ, ଇଂଲଣ୍ଡକୁ ହରାଇ ୪-୧ରେ ସିରିଜ ବିଜୟୀ

About the Author