ରାଞ୍ଚିରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳିବେନି ବୁମ୍‌ରା, ଜାଣନ୍ତୁ କାହିଁକି ଦଳରୁ ବାଦ ପଡ଼ିଲେ ଷ୍ଟାର ବୋଲର

Ind vs Eng: ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ରବିବାର ରାଜକୋଟରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଛି। ଯାହା ଭାରତ ପାଇଁ ଏକ ଐତିହାସିକ ବିଜୟ ଅଟେ ।

ରାଞ୍ଚିରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳିବେନି ବୁମ୍‌ରା, ଜାଣନ୍ତୁ କାହିଁକି ଦଳରୁ ବାଦ ପଡ଼ିଲେ ଷ୍ଟାର ବୋଲର

About the Author