INd vs NZ: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ୨୦ ବର୍ଷର ପ୍ରତିଶୋଧ ଅପେକ୍ଷାରେ ଟିମ୍ ଇଣ୍ତିଆ

World Cup 2023​: ସୁପର ସଣ୍ତେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ (INd vs NZ )। ଏହି ମହା ମୁକାବିଲା ଧର୍ମଶାଳା ଏଚପିସିଏ ଷ୍ଟାଡିୟମରେ (Dharamshala HPCA Stadium) ଖେଳାଯିବ । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ୪ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ ରେ ବିଜୟୀ ହୋଇଛି । ସେହିପରି ନ୍ୟୁଜିଲାଣ୍ଡ (New Zealand ) ମଧ୍ଯ ୪ଟି ମ୍ୟାଚ୍ ରେ ବିପକ୍ଷ ଟିମ୍ କୁ ଧୂଳି ଚଟାଇଛି ।

INd vs NZ: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ୨୦ ବର୍ଷର ପ୍ରତିଶୋଧ ଅପେକ୍ଷାରେ ଟିମ୍ ଇଣ୍ତିଆ
Image Credit: ସୌ(ସୋସିଆଲ ମିଡିଆ)

About the Author