IND vs WI 3rd T20: ଭାରତ ପାଇଁ ଆଜି କର ବା ମର ସ୍ଥିତି, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ଟିକିଆ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ସେପଟେ ସିରିଜ ହାରିବ ଭୟରେ ରହିଛି ଭାରତୀୟ ଦଳ। ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ୱେଷ୍ଟଇଣ୍ଡିଜ୍ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏଭଳି ପରିସ୍ଥିତିରେ ସିରିଜ କବଜା କରିବାକୁ ହେଲେ

IND vs WI 3rd T20: ଭାରତ ପାଇଁ ଆଜି କର ବା ମର ସ୍ଥିତି, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

About the Author