Barabati Stadium to host India vs England ; ବାରବାଟୀରେ ହେବ ଦିନିକିଆ ମ୍ୟାଚ୍‌: ଫେବ୍ରୁଆରି ୯ରେ ଖେଳିବେ ଭାରତ-ଇଂଲଣ୍ଡ

ଅଢ଼େଇ ବର୍ଷ ପରେ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍‌। କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ।୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍‌ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Barabati Stadium to host India vs England  ; ବାରବାଟୀରେ ହେବ ଦିନିକିଆ ମ୍ୟାଚ୍‌: ଫେବ୍ରୁଆରି ୯ରେ ଖେଳିବେ ଭାରତ-ଇଂଲଣ୍ଡ
Image Credit: Barabati Stadium

About the Author