IPL 2024: ସାମ୍ନାକୁ ଆସିଲା ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ଜର୍ସି, ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍?

IPL 2024: ଦୀର୍ଘ ଦିନର ଅପେକ୍ଷା ଅନ୍ତ ଘଟାଇ ଆଇପିଏଲ୍ ସିଜନ୍ ୧୭ ପାଇଁ ନୂଆ ଜର୍ସି ରିଲିଜ କରିଛି ଦଳ । ପୁଣି ଥରେ ହଳଦିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ ।

IPL 2024: ସାମ୍ନାକୁ ଆସିଲା ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ଜର୍ସି, ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍?

About the Author