PBKS vs DC: ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୧୫ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

PBKS vs DC: ଏକ ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସକୁ ୧୫ ରନରେ ପରାସ୍ତ କରିଛି । ଲିଭିଙ୍ଗଷ୍ଟୋନ ପଞ୍ଜାବ ପାଇଁ ୯୪ ରନର ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ସେ ଦଳକୁ ଜିତାଇ ପାରିନଥିଲେ ।

PBKS vs DC: ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୧୫ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ
Image Credit: ସୌ: ସୋସିଆଲ ମିଡିଆ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments