'ସମସ୍ତଙ୍କ ପାଇଁ ଲାଗୁ କର, ନଚେତ୍ ...', BCCI ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟକୁ ନେଉ ଇରଫାନ୍ ପଠାନଙ୍କ ସାଂଘାତିକ ପ୍ରତିକ୍ରିୟା

Irfan Pathan On Central Contracts: ବିସିସିଆଇ ବୁଧବାର ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି, ଯେଉଁଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବାବେଳେ ଶ୍ରେୟସ୍ ଆୟର (Shreyas Iyer) ଏବଂ ଇଶାନ୍ କିଶାନଙ୍କୁ (Ishan kishan) କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ (Irfan Pathan) ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

'ସମସ୍ତଙ୍କ ପାଇଁ ଲାଗୁ କର, ନଚେତ୍ ...', BCCI ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟକୁ ନେଉ ଇରଫାନ୍ ପଠାନଙ୍କ ସାଂଘାତିକ ପ୍ରତିକ୍ରିୟା
Image Credit: Irfan Pathan On BCCI Central Contracts

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments