ICC Test Ranking: ଦୁନିଆର ଏକ ନମ୍ବର ଟେଷ୍ଟ ବୋଲର ହେଲେ ଏହି ଭାରତୀୟ ଖେଳାଳି

ICC Test Ranking: ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳାକୁ ୧-୧ ବରାବର କରିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ ୨୯୨ ରନ୍‌ରେ ଅଲଆଉଟ୍ କରି ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେଇଛି ଦଳ । ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଳକୁ ଏହି ବିଜୟ ଭେଟି ଦେଇଥିଲେ ।

ICC Test Ranking: ଦୁନିଆର ଏକ ନମ୍ବର ଟେଷ୍ଟ ବୋଲର ହେଲେ ଏହି ଭାରତୀୟ ଖେଳାଳି
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author