India vs Afghanistan: ୮ ୱିକେଟ୍ ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
Advertisement

India vs Afghanistan: ୮ ୱିକେଟ୍ ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ

India vs Afghanistan Match Result: ଅକ୍ଟୋବର ୧୧ ତାରିଖ ବୁଧବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନ ଦଳକୁ ୮ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଚଳିତ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଏହା ହେଉଛି ଲଗାତାର ଦ୍ୱିତୀୟ ବିଜୟ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭର ରେ ୮ ୱିକଟେ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା। ୨୭୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୫୦ ଓଭର ରେ ୨ ୱିକଟେ ହରାଇ ୨୭୩ ରନ୍ ସଂଗ୍ରହ କରିଥିଲା। 

 

India vs Afghanistan: ୮ ୱିକେଟ୍ ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
LIVE Blog

India vs Afghanistan Match Result: ଅକ୍ଟୋବର ୧୧ ତାରିଖ ବୁଧବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନ ଦଳକୁ ୮ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଚଳିତ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଏହା ହେଉଛି ଲଗାତାର ଦ୍ୱିତୀୟ ବିଜୟ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭର ରେ ୮ ୱିକଟେ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ହାଶମାତୁଲ୍ଲା ଶାହିଦି ୮୦ ଏବଂ ଆଜମାତୁଲ୍ଲା ଓମରଜାଇ ୬୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪, ହାର୍ଦ୍ଦିକ ପାଣ୍ଡ୍ୟା ୨, ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। ୨୭୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୫୦ ଓଭର ରେ ୨ ୱିକଟେ ହରାଇ ୨୭୩ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଧୂଆଁଧାର ଶତକ (୧୩୧) ହାସଲ କରିଥିଲେ। ଅନ୍ୟପଟେ ବିରାଟ କୋହଲି ୫୫, ଇସାନ କିଶନ ୪୭, ଶ୍ରେୟାସ ଆୟାର ୨୫ ରନ୍ ସ୍କୋର କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ରସିଦ ଖାନ ଦୁଇଟି ୱିକେଟ ନେଇଥିଲେ। 

ଆଜିର Live Blog ଏଠାରେ ସାମାପ୍ତ କରୁଛୁ। ଶୁଭରାତ୍ରୀ

 

11 October 2023
21:00 PM

ଭାରତ: 273/2

ବ୍ୟାଟସମ୍ୟାନ
ବିରାଟ କୋହଲି: 55
ଶ୍ରେୟାସ ଆୟାର: 25

ଆଫଗାନିସ୍ତାନ 
ବୋଲର: ଆଜମାତୁଲ୍ଲା ଓମରଜାଇ

୩୫ ତମ ଓଭର
Runs Scored: 12
4 0 1 1 2 4 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

 

20:56 PM

ଭାରତ: 261/2

ବ୍ୟାଟସମ୍ୟାନ
ବିରାଟ କୋହଲି: 44
ଶ୍ରେୟାସ ଆୟାର: 24

ଆଫଗାନିସ୍ତାନ 
ବୋଲର: ଫଜଲ ଫାରୁକି

୩୪ ତମ ଓଭର
Runs Scored: 6
1 0 0 1 4 0 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

 
 

20:51 PM

ଭାରତ: 255/2

ବ୍ୟାଟସମ୍ୟାନ
ବିରାଟ କୋହଲି: 43
ଶ୍ରେୟାସ ଆୟାର: 19

ଆଫଗାନିସ୍ତାନ 
ବୋଲର: ମୁଜୀବ ଉର ରେହମାନ

୩୩ ତମ ଓଭର
Runs Scored: 11
6 1 2 1 1 0 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

20:48 PM

ଭାରତ: 244/2

ବ୍ୟାଟସମ୍ୟାନ
ବିରାଟ କୋହଲି: 40
ଶ୍ରେୟାସ ଆୟାର: 11

ଆଫଗାନିସ୍ତାନ 
ବୋଲର: ଫଜଲ ଫାରୁକି

୩୨ ତମ ଓଭର
Runs Scored: 5
1 0 1 1 1 1 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

20:45 PM

ଭାରତ: 239/2

ବ୍ୟାଟସମ୍ୟାନ
ବିରାଟ କୋହଲି: 38
ଶ୍ରେୟାସ ଆୟାର: 08

ଆଫଗାନିସ୍ତାନ 
ବୋଲର: ମୁଜୀବ ଉର ରେହମାନ

୩୧ ତମ ଓଭର
Runs Scored: 2
1 0 1 0 0 0 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

20:42 PM

ଭାରତ: 237/2

ବ୍ୟାଟସମ୍ୟାନ
ବିରାଟ କୋହଲି: 37
ଶ୍ରେୟାସ ଆୟାର: 07

ଆଫଗାନିସ୍ତାନ 
ବୋଲର: ରସିଦ ଖାନ 

୩୦ ତମ ଓଭର
Runs Scored: 5
1 1 1 0 1 1 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

 

20:37 PM

ଭାରତ: 232/2

ବ୍ୟାଟସମ୍ୟାନ
ବିରାଟ କୋହଲି: 34
ଶ୍ରେୟାସ ଆୟାର: 05

ଆଫଗାନିସ୍ତାନ 
ବୋଲର: ମୁଜୀବ ଉର ରେହମାନ

୨୯ ତମ ଓଭର
Runs Scored: 11
1 0 1 Wd5 2 1 Wd 0 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

 

20:34 PM

ଭାରତ: 221/2

ବ୍ୟାଟସମ୍ୟାନ
ବିରାଟ କୋହଲି: 30
ଶ୍ରେୟାସ ଆୟାର: 04

ଆଫଗାନିସ୍ତାନ 
ବୋଲର: ରସିଦ ଖାନ

୨୮ ତମ ଓଭର
Runs Scored: 9
1 1 4 0 1 2 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

 
 

 
 

 
 
 

20:28 PM

ଭାରତ: 212/2

ବ୍ୟାଟସମ୍ୟାନ
ବିରାଟ କୋହଲି: 24
ଶ୍ରେୟାସ ଆୟାର: 01

ଆଫଗାନିସ୍ତାନ 
ବୋଲର: ଆଜମାତୁଲ୍ଲା ଓମରଜାଇ

୨୭ ତମ ଓଭର
Runs Scored: 5
4 0 0 1 0 0 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧
 

20:26 PM

ଭାରତ: 207/2

ବ୍ୟାଟସମ୍ୟାନ
ବିରାଟ କୋହଲି: 19
ଶ୍ରେୟାସ ଆୟାର: 01

ଆଫଗାନିସ୍ତାନ 
ବୋଲର: ରସିଦ ଖାନ

୨୬ ତମ ଓଭର
Runs Scored: 5
1 1 1 W 1 1 

ଶେଷ ୱିକେଟ
ରୋହିତ ଶର୍ମା: ୧୩୧

20:19 PM

ଭାରତ: 202/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 130
ବିରାଟ କୋହଲି: 16

ଆଫଗାନିସ୍ତାନ 
ବୋଲର: ଆଜମାତୁଲ୍ଲା ଓମରଜାଇ

୨୫ ତମ ଓଭର
Runs Scored: 5
0 4 0 0 1 0 

ଶେଷ ୱିକେଟ
ଇସାନ କିଶନ: 47
 

20:17 PM

ଭାରତ: 197/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 130
ବିରାଟ କୋହଲି: 11

ଆଫଗାନିସ୍ତାନ 
ବୋଲର: ନବୀନ ଉଲ ହକ୍ 

୨୪ ତମ ଓଭର
Runs Scored: 3
0 0 1 1 0 1 

ଶେଷ ୱିକେଟ
ଇସାନ କିଶନ: 47

20:10 PM

ଭାରତ: 193/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 130
ବିରାଟ କୋହଲି: 08

ଆଫଗାନିସ୍ତାନ 
ବୋଲର: ରସିଦ ଖାନ 

୨୩ ତମ ଓଭର
Runs Scored: 15
4 4 6 0 1 0 

ଶେଷ ୱିକେଟ
ଇସାନ କିଶନ: 47
 
 
 
 

20:05 PM

ଭାରତ: 178/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 115
ବିରାଟ କୋହଲି: 08

ଆଫଗାନିସ୍ତାନ 
ବୋଲର: ନବୀନ ଉଲ ହକ୍  

୨୨ ତମ ଓଭର
Runs Scored: 5
0 4 1 0 0 0 

ଶେଷ ୱିକେଟ
ଇସାନ କିଶନ: 47
 
 
 
 

20:01 PM

ଭାରତ: 173/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 110
ବିରାଟ କୋହଲି: 08

ଆଫଗାନିସ୍ତାନ 
ବୋଲର: ରସିଦ ଖାନ 

୨୧ ତମ ଓଭର
Runs Scored: 9
4 0 1 1 1 Wd 1 

ଶେଷ ୱିକେଟ
ଇସାନ କିଶନ: 47

19:59 PM

ଭାରତ: 164/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 108
ବିରାଟ କୋହଲି: 02

ଆଫଗାନିସ୍ତାନ 
ବୋଲର: ନବୀନ ଉଲ ହକ୍ 

୨୦ ତମ ଓଭର
Runs Scored: 6
4 0 0 1 0 1 

ଶେଷ ୱିକେଟ
ଇସାନ କିଶନ: 47

19:51 PM

ଭାରତ: 158/1

ବ୍ୟାଟସମ୍ୟାନ
ରୋହିତ ଶର୍ମା: 103
ବିରାଟ କୋହଲି: 1

ଆଫଗାନିସ୍ତାନ 
ବୋଲର: ରସିଦ ଖାନ 

୧୯ ତମ ଓଭର
Runs Scored: 4
0 1 1 W 1 1  

ଶେଷ ୱିକେଟ
ଇସାନ କିଶନ: 47

19:49 PM
ଭାରତ: 154/10
 
ବ୍ୟାଟସମ୍ୟାନ
ଇସାନ କିଶନ: 46
ରୋହିତ ଶର୍ମା: 101
 
ଆଫଗାନିସ୍ତାନ 
ବୋଲର: ମହମ୍ମଦ ନବୀ
 
୧୮ ତମ ଓଭର 
Runs Scored: 14
4 1 6 1 1 1 
19:41 PM
ଭାରତ: 140/0
 
ବ୍ୟାଟସମ୍ୟାନ
ଇସାନ କିଶନ: 38
ରୋହିତ ଶର୍ମା: 95
 
ଆଫଗାନିସ୍ତାନ 
ବୋଲର: ରସିଦ ଖାନ
 
୧୭ ତମ ଓଭର 
Runs Scored: 5
0 1 0 2 1 1 
19:38 PM
ଭାରତ: 135/0
 
ବ୍ୟାଟସମ୍ୟାନ
ଇସାନ କିଶନ: 35
ରୋହିତ ଶର୍ମା: 93
 
ଆଫଗାନିସ୍ତାନ 
ବୋଲର: ମହମ୍ମଦ ନବୀ 
 
୧୬ ତମ ଓଭର 
Runs Scored: 5
0 1 4 0 0 0 
 
19:34 PM
ଭାରତ: 130/0
 
ବ୍ୟାଟସମ୍ୟାନ
ଇସାନ କିଶନ: 31
ରୋହିତ ଶର୍ମା: 92
 
ଆଫଗାନିସ୍ତାନ 
ବୋଲର: ରସିଦ ଖାନ
 
୧୫ ତମ ଓଭର 
Runs Scored: 5
1 0 1 2 0 1 
 
 
19:32 PM
ଭାରତ: 125/0
 
ବ୍ୟାଟସମ୍ୟାନ
ଇସାନ କିଶନ: 30
ରୋହିତ ଶର୍ମା: 88
 
ଆଫଗାନିସ୍ତାନ 
ବୋଲର: ମୁଜୀବ ଉର ରେହମାନ
 
୧୪ ତମ ଓଭର 
Runs Scored: 14
4 1 4 4 0 1 
 
 
 
 
 
19:27 PM
ଭାରତ: 111/0
 
ବ୍ୟାଟସମ୍ୟାନ
ଇସାନ କିଶନ: 25
ରୋହିତ ଶର୍ମା: 79
 
ଆଫଗାନିସ୍ତାନ 
ବୋଲର: ମହମ୍ମଦ ନବୀ 
 
୧୩ ତମ ଓଭର 
Runs Scored: 11
4 0 0 0 6 1 
19:26 PM
ଭାରତ: 100/0
 
ବ୍ୟାଟସମ୍ୟାନ
ଇସାନ କିଶନ: 14
ରୋହିତ ଶର୍ମା: 79
 
ଆଫଗାନିସ୍ତାନ 
ବୋଲର: ମୁଜୀବ ଉର ରେହମାନ
 
୧୨ ତମ ଓଭର 
Runs Scored: 4
1 1 0 1 1 0 
19:21 PM
ଭାରତ: 96/0
 
ବ୍ୟାଟସମ୍ୟାନ
ଇସାନ କିଶନ: 12
ରୋହିତ ଶର୍ମା:  77
 
ଆଫଗାନିସ୍ତାନ 
ବୋଲର: ମହମ୍ମଦ ନବୀ 
 
୧୧ ତମ ଓଭର 
Runs Scored: 2
0 0 0 1 1 0 
19:17 PM
ଭାରତ:  94/0
 
ବ୍ୟାଟସମ୍ୟାନ
ଇସାନ କିଶନ: 11
ରୋହିତ ଶର୍ମା: 76
 
ଆଫଗାନିସ୍ତାନ 
ବୋଲର: ମୁଜୀବ ଉର ରେହମାନ
 
ଦଶମ ଓଭର 
Runs Scored: 7
Wd 0 1 1 0 0 4 
 
19:13 PM
 
ଭାରତ: 87/0
 
ବ୍ୟାଟସମ୍ୟାନ
ଇସାନ କିଶନ: 10
ରୋହିତ ଶର୍ମା: 71
 
ଆଫଗାନିସ୍ତାନ 
ବୋଲର: ଆଜମାତୁଲ୍ଲା ଓମରଜାଇ
 
ନବମ ଓଭର 
Runs Scored: 12
0 Wd 0 6 4 0 1 
 
 
 
19:09 PM
ଭାରତ: 75/0
 
ବ୍ୟାଟସମ୍ୟାନ
ଇସାନ କିଶନ: 10
ରୋହିତ ଶର୍ମା: 60
 
ଆଫଗାନିସ୍ତାନ 
ବୋଲର: ନବୀନ ଉଲ ହକ୍ 
 
ଅଷ୍ଟମ ଓଭର 
Runs Scored: 11
0 0 0 4 6 1 
19:04 PM
ଭାରତ: 64/0
 
ବ୍ୟାଟସମ୍ୟାନ
ଇସାନ କିଶନ: 10
ରୋହିତ ଶର୍ମା: 49
 
ଆଫଗାନିସ୍ତାନ 
ବୋଲର: ଫଜଲ ଫାରୁକି
 
ସପ୍ତମ ଓଭର 
Runs Scored: 17
4 4 2 6 1 0 
 
18:58 PM
ଭାରତ: 47/0
 
ବ୍ୟାଟସମ୍ୟାନ
ଇସାନ କିଶନ:  10
ରୋହିତ ଶର୍ମା: 32
 
ଆଫଗାନିସ୍ତାନ 
ବୋଲର: ନବୀନ ଉଲ ହକ୍
  
ଷଷ୍ଠ ଓଭର 
Runs Scored: 10
0 0 4 1 1 L4 
18:14 PM
ଭାରତ: 37/0
 
ବ୍ୟାଟସମ୍ୟାନ
ଇସାନ କିଶନ: 05
ରୋହିତ ଶର୍ମା: 31
 
ପ୍ରଥମ ୫ ଓଭର ଖେଳ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ କୌଣସି ୱିକେଟ ନ ହରାଇ ୩୭ ରନ୍ ସ୍କୋର କରିଛି।
 
 
18:00 PM

ଆଫଗାନିସ୍ତାନ: 272-8

ବ୍ୟାଟସମ୍ୟାନ
ମୁଜୀବ ଉର ରେହମାନ: 10
ନବୀନ ଉଲ ହକ୍: 09

ଭାରତ
ବୋଲର: ମହମ୍ମଦ ସିରାଜ  

୫୦ ତମ ଓଭର
Runs Scored: 8
0 0 2 4 B1 B1 

ଶେଷ ୱିକେଟ
ରସିଦ ଖାନ: 16

17:54 PM

ଆଫଗାନିସ୍ତାନ: 264/8

ବ୍ୟାଟସମ୍ୟାନ
ମୁଜୀବ ଉର ରେହମାନ: 10
ନବୀନ ଉଲ ହକ୍: 03

ଭାରତ
ବୋଲର: ଯଶପ୍ରୀତ ବୁମରା  

୪୯ ତମ ଓଭର
Runs Scored: 3
W 2 0 1 0 0 

ଶେଷ ୱିକେଟ
ରସିଦ ଖାନ: 16

17:48 PM
ଆଫଗାନିସ୍ତାନ: 261/7
 
ବ୍ୟାଟସମ୍ୟାନ
ରସିଦ ଖାନ: 16
ମୁଜୀବ ଉର ରେହମାନ: 10
 
ଭାରତ
ବୋଲର: ମହମ୍ମଦ ସିରାଜ 
 
୪୮ ତମ ଓଭର
Runs Scored: 14
1 1 4 6 0 Wd 1 
 
ଶେଷ ୱିକେଟ
ମହମ୍ମଦ ନବୀ: 19
17:45 PM
ଆଫଗାନିସ୍ତାନ: 247/7
 
ବ୍ୟାଟସମ୍ୟାନ
ରସିଦ ଖାନ: 04
ମୁଜୀବ ଉର ରେହମାନ: 09
 
ଭାରତ
ବୋଲର: ଯଶପ୍ରୀତ ବୁମରା 
 
୪୭ ତମ ଓଭର
Runs Scored: 9
1 0 0 4 4 0 
 
ଶେଷ ୱିକେଟ
ମହମ୍ମଦ ନବୀ: 19
17:43 PM
 
ଆଫଗାନିସ୍ତାନ: 238/7
 
ବ୍ୟାଟସମ୍ୟାନ
ରସିଦ ଖାନ: 03
ମୁଜୀବ ଉର ରେହମାନ: 01
 
ଭାରତ
ବୋଲର: ରବୀଦ୍ର ଜାଡେଜା 
 
୪୬ ତମ ଓଭର
Runs Scored: 3
0 1 0 1 1 0 
 
ଶେଷ ୱିକେଟ
ମହମ୍ମଦ ନବୀ: 19
17:40 PM

ଆଫଗାନିସ୍ତାନ: 235/7

ବ୍ୟାଟସମ୍ୟାନ
ମହମ୍ମଦ ନବୀ: 19
ରସିଦ ଖାନ: 01 

ଭାରତ
ବୋଲର: ଯଶପ୍ରୀତ ବୁମରା 

୪୫ ତମ ଓଭର
Runs Scored: 6
0 W Wd 0 1 4 W 

ଶେଷ ୱିକେଟ
ନଜୀବୁଲ୍ଲା ଜାରଦାନ: 02

 

17:33 PM

ଆଫଗାନିସ୍ତାନ: 229/5

ବ୍ୟାଟସମ୍ୟାନ
ମହମ୍ମଦ ନବୀ: 15
ନଜୀବୁଲ୍ଲା ଜାରଦାନ: 02

ଭାରତ
ବୋଲର: ରବୀନ୍ଦ୍ର ଜାଡେଜା

୪୪ ତମ ଓଭର
Runs Scored: 4
1 0 0 1 1 1 

ଶେଷ ୱିକେଟ
ହାଶମାତୁଲ୍ଲା ଶାହିଦି: 80

 

17:25 PM

ଆଫଗାନିସ୍ତାନ: 225/5

ବ୍ୟାଟସମ୍ୟାନ
ମହମ୍ମଦ ନବୀ: 13
ନଜୀବୁଲ୍ଲା ଜାରଦାନ: 02

ଭାରତ
ବୋଲର: କୁଳଦୀପ ଯାଦବ  

୪୩ ତମ ଓଭର
Runs Scored: 1
1 0 0 W 0 0 

ଶେଷ ୱିକେଟ
ହାଶମାତୁଲ୍ଲା ଶାହିଦି: 80

17:22 PM

ଆଫଗାନିସ୍ତାନ: 224/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 80
ମହମ୍ମଦ ନବୀ: 12

ଭାରତ
ବୋଲର: ମହମ୍ମଦ ସିରାଜ  

୪୨ ତମ ଓଭର
Runs Scored: 10
1 1 2 1 1 4 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

17:16 PM

ଆଫଗାନିସ୍ତାନ: 214/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 72
ମହମ୍ମଦ ନବୀ: 10

ଭାରତ
ବୋଲର: କୁଳଦୀପ ଯାଦବ  

୪୧ ତମ ଓଭର
Runs Scored: 3
1 0 1 0 1 0 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

17:10 PM

ଆଫଗାନିସ୍ତାନ: 211/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 70
ମହମ୍ମଦ ନବୀ: 09

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର 

୪୦ ତମ ଓଭର
Runs Scored: 7
4 0 1 0 2 0 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

17:05 PM

ଆଫଗାନିସ୍ତାନ: 204/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 65
ମହମ୍ମଦ ନବୀ: 07

ଭାରତ
ବୋଲର: କୁଳଦୀପ ଯାଦବ     

୩୯ ତମ ଓଭର
Runs Scored: 1
0 0 0 1 0 0 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

17:02 PM

ଆଫଗାନିସ୍ତାନ: 203/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 64
ମହମ୍ମଦ ନବୀ: 07

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର    

୩୮ ତମ ଓଭର
Runs Scored: 2
0 1 0 0 1 0 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

16:57 PM

ଆଫଗାନିସ୍ତାନ: 201/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 63
ମହମ୍ମଦ ନବୀ: 09

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା    

୩୭ ତମ ଓଭର
Runs Scored: 7
Wd 0 1 1 L1 Wd2 1 0 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

16:50 PM

ଆଫଗାନିସ୍ତାନ: 194/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 62
ମହମ୍ମଦ ନବୀ: 04

ଭାରତ
ବୋଲର: କୁଳଦୀପ ଯାଦବ   

୩୬ ତମ ଓଭର
Runs Scored: 5
1 0 1 1 1 1 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

16:45 PM

ଆଫଗାନିସ୍ତାନ: 189/4

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 60
ମହମ୍ମଦ ନବୀ: 01

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା   

୩୫ ତମ ଓଭର
Runs Scored: 9
4 W 0 1 0 4 

ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62

16:40 PM

ଆଫଗାନିସ୍ତାନ: 180/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 56
ଆଜମାତୁଲ୍ଲା ଓମରଜାଇ: 58

ଭାରତ
ବୋଲର: କୁଳଦୀପ ଯାଦବ   

୩୪ ତମ ଓଭର
Runs Scored: 7
0 6 0 1 0 0 

ଶେଷ ୱିକେଟ
ରେହମତ ଶାହ: 16

16:37 PM

ଆଫଗାନିସ୍ତାନ: 173/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 56
ଆଜମାତୁଲ୍ଲା ଓମରଜାଇ: 51

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା   

୩୩ ତମ ଓଭର
Runs Scored: 12
0 0 1 1 4 6 

ଶେଷ ୱିକେଟ
ରେହମତ ଶାହ: 16

16:32 PM

ଆଫଗାନିସ୍ତାନ: 161/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 45
ଆଜମାତୁଲ୍ଲା ଓମରଜାଇ: 50

ଭାରତ
ବୋଲର: ମହମ୍ମଦ ସିରାଜ  

୩୨ ତମ ଓଭର
Runs Scored: 8
0 1 4 1 0 2 

ଶେଷ ୱିକେଟ
ରେହମତ ଶାହ: 16

16:30 PM

ଆଫଗାନିସ୍ତାନ: 153/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 40
ଆଜମାତୁଲ୍ଲା ଓମରଜାଇ: 47

ଭାରତ
ବୋଲର: ଯଶପ୍ରୀତ ବୁମରା  

୩୧ ତମ ଓଭର
Runs Scored: 6
1 0 1 0 0 4 

ଶେଷ ୱିକେଟ
ରେହମତ ଶାହ: 16

 

 

 

16:17 PM

ଆଫଗାନିସ୍ତାନ: 147/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 35
ଆଜମାତୁଲ୍ଲା ଓମରଜାଇ: 46

ଭାରତ
ବୋଲର: ମହମ୍ମଦ ସିରାଜ 

୩୦ ତମ ଓଭର
Runs Scored: 10
4 1 4 1 0 0 

ଶେଷ ୱିକେଟ
ରେହମତ ଶାହ: 16

16:16 PM

ଆଫଗାନିସ୍ତାନ: 137/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 30
ଆଜମାତୁଲ୍ଲା ଓମରଜାଇ: 41

ଭାରତ
ବୋଲର: ଯଶପ୍ରୀତ ବୁମରା 

୨୯ ତମ ଓଭର
Runs Scored: 4
1 Wd 1 0 L1 0 0 

ଶେଷ ୱିକେଟ
ରେହମତ ଶାହ: 16

16:12 PM

ଆଫଗାନିସ୍ତାନ: 133/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 29
ଆଜମାତୁଲ୍ଲା ଓମରଜାଇ: 40

ଭାରତ
ବୋଲର: ରବୀଦ୍ର ଜାଡେଜା 

୨୮ ତମ ଓଭର
Runs Scored: 12
1 6 1 1 2 1 

ଶେଷ ୱିକେଟ
ରେହମତ ଶାହ: 16

16:12 PM

ଆଫଗାନିସ୍ତାନ: 133/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 29
ଆଜମାତୁଲ୍ଲା ଓମରଜାଇ: 40

ଭାରତ
ବୋଲର: ରବୀଦ୍ର ଜାଡେଜା 

୨୮ ତମ ଓଭର
Runs Scored: 12
1 6 1 1 2 1 

ଶେଷ ୱିକେଟ
ରେହମତ ଶାହ: 16

16:09 PM

ଆଫଗାନିସ୍ତାନ: 121/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 27
ଆଜମାତୁଲ୍ଲା ଓମରଜାଇ: 30

ଭାରତ
ବୋଲର: ଯଶପ୍ରୀତ ବୁମରା 

୨୭ ତମ ଓଭର
Runs Scored: 3
1 0 0 2 0 0 

ଶେଷ ୱିକେଟ
ରେହମତ ଶାହ: 16

16:02 PM

ଆଫଗାନିସ୍ତାନ: 118/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 26
ଆଜମାତୁଲ୍ଲା ଓମରଜାଇ: 28

ଭାରତ
ବୋଲର: ରବୀଦ୍ର ଜାଡେଜା 

୨୬ ତମ ଓଭର
Runs Scored: 4
2 1 1 0 0 0 

ଶେଷ ୱିକେଟ
ରେହମତ ଶାହ: 16

16:00 PM

ଆଫଗାନିସ୍ତାନ: 114/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 25
ଆଜମାତୁଲ୍ଲା ଓମରଜାଇ: 25

ଭାରତ
ବୋଲର: କୁଳଦୀପ ଯାଦବ 

୨୫ ତମ ଓଭର
Runs Scored: 14
1 6 0 6 0 1 

ଶେଷ ୱିକେଟ
ରେହମତ ଶାହ: 16

15:57 PM

ଆଫଗାନିସ୍ତାନ: 100/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 24
ଆଜମାତୁଲ୍ଲା ଓମରଜାଇ: 12

ଭାରତ
ବୋଲର: ରବୀଦ୍ର ଜାଡେଜା 

୨୪ ତମ ଓଭର
Runs Scored: 6
1 1 1 1 1 1 

ଶେଷ ୱିକେଟ
ରେହମତ ଶାହ: 16

15:55 PM

ଆଫଗାନିସ୍ତାନ:  94/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି:  21
ଆଜମାତୁଲ୍ଲା ଓମରଜାଇ: 09

ଭାରତ
ବୋଲର: କୁଳଦୀପ ଯାଦବ 

୨୩ ତମ ଓଭର
Runs Scored: 1
1 0 0 0 0 0 

ଶେଷ ୱିକେଟ
ରେହମତ ଶାହ: 16

15:53 PM

ଆଫଗାନିସ୍ତାନ:  93/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି:  21
ଆଜମାତୁଲ୍ଲା ଓମରଜାଇ: 08

ଭାରତ
ବୋଲର: ରବୀଦ୍ର ଜାଡେଜା 

୨୨ ତମ ଓଭର
Runs Scored: 7
N4 1 0 0 0 1 0 

ଶେଷ ୱିକେଟ
ରେହମତ ଶାହ: 16

 

15:51 PM

ଆଫଗାନିସ୍ତାନ: 86/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 16
ଆଜମାତୁଲ୍ଲା ଓମରଜାଇ: 07

ଭାରତ
ବୋଲର: କୁଳଦୀପ ଯାଦବ 

୨୧ ତମ ଓଭର
Runs Scored: 3
1 0 0 1 1 0 

ଶେଷ ୱିକେଟ
ରେହମତ ଶାହ: 16

 

15:47 PM

ଆଫଗାନିସ୍ତାନ: 83/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 14
ଆଜମାତୁଲ୍ଲା ଓମରଜାଇ: 06

ଭାରତ
ବୋଲର: ରବୀଦ୍ର ଜାଡେଜା     

୨୦ ତମ ଓଭର
Runs Scored: 1
1 0 0 0 0 0 

ଶେଷ ୱିକେଟ
ରେହମତ ଶାହ: 16

15:45 PM

ଆଫଗାନିସ୍ତାନ: 82/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 13
ଆଜମାତୁଲ୍ଲା ଓମରଜାଇ:  06

ଭାରତ
ବୋଲର:  କୁଳଦୀପ ଯାଦବ    

୧୯ ତମ ଓଭର
Runs Scored: 3
1 0 1 0 1 0 

ଶେଷ ୱିକେଟ
ରେହମତ ଶାହ: 16

15:44 PM

ଆଫଗାନିସ୍ତାନ: 79/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 11
ଆଜମାତୁଲ୍ଲା ଓମରଜାଇ:  05

ଭାରତ
ବୋଲର: ରବୀଦ୍ର ଜାଡେଜା    

୧୮ ତମ ଓଭର
Runs Scored: 1
0 0 0 0 1 0 

ଶେଷ ୱିକେଟ
ରେହମତ ଶାହ: 16

15:40 PM

ଆଫଗାନିସ୍ତାନ: 78/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 10
ଆଜମାତୁଲ୍ଲା ଓମରଜାଇ:  05

ଭାରତ
ବୋଲର: କୁଳଦୀପ ଯାଦବ   

୧୭ ତମ ଓଭର
Runs Scored: 2
0 1 0 0 0 1 

ଶେଷ ୱିକେଟ
ରେହମତ ଶାହ: 16

15:25 PM

World Cup 2023 Live Score Update: ଆଫଗାନିସ୍ତାନର ତୃତୀୟ ୱିକେଟର ପତନ

ଆଫଗାନିସ୍ତାନ: 70/03

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି : 05
ଆଜମାତୁଲ୍ଲା ଓମରଜାଇ: 02

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

୧୫ମ ଓଭର
0.1.0.0.2.1

ଶେଷ ୱିକେଟ
ରେହମତ ଶାହ: 16

15:19 PM

ଆଫଗାନିସ୍ତାନ: 76/3

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 09
ଆଜମାତୁଲ୍ଲା ଓମରଜାଇ:  04

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର  
୧୬ ତମ ଓଭର

Runs Scored: 6
2 1 1 1 0 1 

ଶେଷ ୱିକେଟ
ରେହମତ ଶାହ: 16

15:16 PM

World Cup 2023 Live Score Update: ଆଫଗାନିସ୍ତାନର ତୃତୀୟ ୱିକେଟର ପତନ

ତୃତୀୟ ଓ୍ୱିକେଟ ହରାଇଲା ଆଫଗାନିସ୍ତାନ। ତୃତୀୟ ଓ୍ୱିକେଟ ଭାବେ ରେହମତ ଶାହଙ୍କୁ ଆଉଟ କରିଛନ୍ତି ଶାର୍ଦ୍ଦୁଳ ଠାକୁର।

15:11 PM

World Cup 2023 Live Score Update: ଆଫଗାନିସ୍ତାନର ଦ୍ୱିତୀୟ ୱିକେଟର ପତନ

ଆଫଗାନିସ୍ତାନ: 63/02

ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି : 00
ରେହମତ ଶାହ: 16

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

୧୩ଶ ଓଭର
4.1.0.W.0.0

ଶେଷ ୱିକେଟ
ରେହମାନୁଲ୍ଲହା ଗୁରବାଜ : 21

15:08 PM

World Cup 2023 Live Score Update: ଆଫଗାନିସ୍ତାନର ଦ୍ୱିତୀୟ ୱିକେଟର ପତନ

ଆଫଗାନିସ୍ତାନକୁ ଦ୍ୱିତୀୟ ଝଟକା। ବ୍ୟକ୍ତିଗତ ୨୧ ରନ କରି ପାଭିଲିୟନ ଫେରିଛନ୍ତି ରେହମାନୁଲ୍ଲହା ଗୁରବାଜ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ଗୁରବାଜ। 

15:04 PM

World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ

ଆଫଗାନିସ୍ତାନ: 58/01

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 21
ରେହମତ ଶାହ: 11

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

୧୨ଶ ଓଭର
0.0.0.4.N.Wd.10

ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18

14:57 PM

World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ

ଆଫଗାନିସ୍ତାନ: 51/01

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : ୨1
ରେହମତ ଶାହ: 06

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

୧୧ଶ ଓଭର
1.1.0.0.0.1

ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18

14:47 PM

World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ

ଆଫଗାନିସ୍ତାନ: 42/01

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 14
ରେହମତ ଶାହ: 04

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

୯ମ ଓଭର
0.4.0.0.L1.0

ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18

14:41 PM

World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ

ଆଫଗାନିସ୍ତାନ: 37/01

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 10
ରେହମତ ଶାହ: 04

ଭାରତ
ବୋଲର: ମହମ୍ମଦ ସିରାଜ

୮ମ ଓଭର
1.0.0.0.0.4

ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18

14:36 PM

World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ

ଆଫଗାନିସ୍ତାନ: 32/01

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 09
ରେହମାନ ଶାହ: 00

ଭାରତ
ବୋଲର: ଜଶପ୍ରିତ ବୁମରା

୭ମ ଓଭର
4.0.0.W.0.0

ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18

14:34 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନର ପ୍ରଥମ ଓ୍ୱିକେଟର ପତନ। ବ୍ୟକ୍ତିଗତ ୧୮ ରନ କରି ପାଭିଲିୟନ ଫେରିଛନ୍ତି ଇବ୍ରାହିମ ଜାରଦାନ। ଜଶପ୍ରିତ ବୁମରାଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ଜାରଦାନ। 

14:30 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 19/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 09
ଇବ୍ରାହିମ ଜାଦରାନ: 18

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର
0.1.4.0.0.4

14:30 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 19/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 09
ଇବ୍ରାହିମ ଜାଦରାନ: 18

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର
0.1.4.0.0.4

14:26 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 19/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 01
ଇବ୍ରାହିମ ଜାଦରାନ: 17

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର
0.0.0.0.1.0

14:21 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 18/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 01
ଇବ୍ରାହିମ ଜାଦରାନ: 16

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର
4.0.4.0.0.1

14:15 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 09/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 01
ଇବ୍ରାହିମ ଜାଦରାନ: 07

ଭାରତ
ବୋଲର: ଜଶପ୍ରିତ ବୁମରା

ତୃତୀୟ ଓଭର
0.0.0.1.1.1

14:07 PM

World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 06/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 00
ଇବ୍ରାହିମ ଜାଦରାନ: 05

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର
0.0.0.4.0.1

13:52 PM

World Cup 2023 Live Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ: 01/00

ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 00
ଇବ୍ରାହିମ ଜାଦରାନ: 00

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର
0.0.wd.0.0.0.0

13:42 PM

World Cup 2023 Live Update: ଆଫଗାନିସ୍ତାନ ଚୂଡ଼ାନ୍ତ ଏକାଦଶ

ଆଫଗାନିସ୍ତାନ ଦଳ: ରେହମାନୁଲ୍ଲହା ଗୁରବାଜ, ଇବ୍ରାହିମ ଜର୍ଦ୍ଦାନ, ରେହମତ ଶାହ, ହାସମତୁଲ୍ଲାହ ସାହିଦି (ଅଧିନାୟକ), ନାଜିବୁଲ୍ଲାହ ଜର୍ଦ୍ଦାନ, ମହମ୍ମଦ ନାବି, ଆଜମତୁଲ୍ଲାହ ଓମାରଜାଇ, ରସିଦ ଖାନ, ମୁଜିବୁର ରେହମାନ, ନବୀନ-ଉଲ-ହକ, ଫୈଜଲ ଫାରୁକି

13:39 PM

World Cup 2023 Live Update: ଭାରତର ଚୂଡ଼ାନ୍ତ ଏକାଦଶ

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିସନ, ବିରାଟ କୋହଲି. ଶ୍ରେୟାସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଜଶପ୍ରିତ ବୁମରା, ମହମ୍ମଦ ସିରାଜ

13:33 PM

World Cup 2023 Live Update: ପଡ଼ିଲା ଟସ

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ। ବୋଲିଂ କରିବ ଭାରତ।

12:40 PM

World Cup 2023 Live Update: ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ









Position Team Played Won Lost No Result Points Net Run Rate
1 New Zealand 2 2 0 0 4 1.958
2 Pakistan 2 2 0 0 4 0.927
3 South Africa 1 1 0 0 2 2.04
4 India 1 1 0 0 2 0.883
5 England 2 1 1 0 2 0.553
6 Bangladesh 2 1 1 0 2 -0.653
7 Australia 1 0 1 0 0 -0.883
8 Sri Lanka 2 0 2 0 0 -1.161
9 Afghanistan 1 0 1 0 0 -1.438
10 Netherlands 2 0 2 0 0 -1.8
12:15 PM

World Cup 2023 Live Update: ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ

ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ଥାନ ଏବଂ ବାଂଲାଦେଶ ପ୍ରତ୍ୟେକ ଦୁଇ ପଏଣ୍ଟ ପାଇଛନ୍ତି। ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡ ଦଳ ବର୍ତ୍ତମାନ ଶୀର୍ଷରେ ଅଛି। ଏହାର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନଅ ୱିକେଟରେ ପରାସ୍ତ କରିଥିଲା। କିୱି ଦଳର ସର୍ବୋତ୍ତମ ନେଟ ରନ୍ ହାର ରହିଛି। ଦଳର ନେଟ୍ ରନ୍ ହାର ହେଉଛି +୨.୧୪୯। ଏଥି ସହିତ ଦକ୍ଷିଣ ଆଫ୍ରିକା ଦଳ +୨.୦୪୦ ରେଟ୍ ରନ୍ ହାର ସହିତ ଦ୍ୱିତୀୟ ସ୍ଥାନରେ ଅଛି। ଆଫ୍ରିକୀୟ ଦଳ ଏହାର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୨ ରନରେ ପରାସ୍ତ କରିଥିଲା। ପାକିସ୍ତାନ ଦଳ ରନ୍ ହାର +୧.୬୨୦ ସହିତ ତୃତୀୟ ସ୍ଥାନରେ ରହିଛି।  ବାଂଲାଦେଶ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଏହାର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୬ଟି ୱିକେଟ୍‌ରେ ପରାସ୍ତ କରିଛି। ଶାକିବ ଅଲ ହାସନଙ୍କ ଦଳର ନିଟ୍ ରନ୍ ହାର ହେଉଛି +୧.୪୩୮। ପଏଣ୍ଟ ସ୍କୋର କରୁଥିବା ଦଳ ମଧ୍ୟରେ ଭାରତୀୟ ଦଳ ତଳ ପଞ୍ଚମ ସ୍ଥାନରେ ରହିଛି। ତାଙ୍କର ନିଟ୍ ରନ୍ ହାର ହେଉଛି +୦.୮୮୩। ଭବିଷ୍ୟତରେ ଅନେକ ବଡ଼ ପରିବର୍ତ୍ତନ ଦେଖାଯିବ। ପ୍ରତ୍ୟେକ ଦଳ ପାଇଁ ନେଟ୍ ରନ୍ ହାର ଅପେକ୍ଷା ବିଜୟ ଅଧିକ ଗୁରୁତ୍ୱପୂର୍ଣ୍ଣ। 

 

11:50 AM

World Cup 2023 Live Update: ହାର୍ଦ୍ଦିକଙ୍କ ଜନ୍ମଦିନ
ଆଜି ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନ। ୩୦ ବର୍ଷ ବୟସରେ ପାଦ ଥାପିଛନ୍ତି ହାର୍ଦ୍ଦିକ। ଏଭଳି ପରିସ୍ଥିତିରେ ସେ ଆଫଗାନିସ୍ତାନ ବିପକ୍ଷରେ ଏକ ଦମଦାର ଇନିଂସ ଖେଳିବାକୁ ଆଶାବାଦୀ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ପାଣ୍ଡ୍ୟା ଗୋଟିଏ ୱିକେଟ୍ ନେଇଥିଲେ ଏବଂ ୧୧ ରନ୍ କରି ଅପରାଜିତ ରହିଥିଲେ।

 

11:46 AM

World Cup 2023 Live Update: ଶ୍ରେଷ୍ଠ ୩ରେ ପହଞ୍ଚିବା ପାଇଁ ରହିଛି ସୁଯୋଗ

ଆଜି ଯଦି ଆଫଗାନିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରୁଛି ତେବେ ଶ୍ରେଷ୍ଠ ୩ଟି ଦଳ ମଧ୍ୟରେ ସ୍ଥାନ ପାଇବ ଭାରତ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଶ୍ରେଷ୍ଠ ତିନୋଟି ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦୁଇଟି ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଦ୍ୱିତୀୟରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ତୃତୀୟ ସ୍ଥାନରେ ରହିଛି।

 

 

11:31 AM

World Cup 2023 Live Update: ଶେଷ ମ୍ୟାଚରେ ହୋଇଥିଲା ବଡ଼ ସ୍କୋର

World Cup 2023 Live Update: ପୁଣିଥରେ ଦିଲ୍ଲୀରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ୪୦୦ରୁ ଅଧିକ ରନ୍ ସ୍କୋର ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଏଠାରେ ଶେଷ ଥର ପାଇଁ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଖେଳି ୪୨୮ ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୩୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲା।

09:40 AM

India vs Afghanistan live Update: 

ନମସ୍କାର ବନ୍ଧୁଗଣ । ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ବ୍ଲଗରେ ଆପଣଙ୍କୁ ଆମେ ଚଳିତ ବିଶ୍ୱକପ ମ୍ୟାଚ୍ ଗୁଡ଼ିକର ଲାଇଭ ଅପଡେଟ୍ ଦେବାକୁ ଚେଷ୍ଟା କରିବୁ । ଆଜି ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୨ଟାରୁଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚର ଟିକନିଖ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

09:28 AM

India vs Afghanistan live Score Updates:

ଟିମ୍ ଇଣ୍ଡିଆ ଆଜି ବିଶ୍ୱକପ୍ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଥିଲା। ଆଜି ଦର୍ଶକ ଏକ ହାଇସ୍କୋରିଂ ମ୍ୟାଚ ଦେଖିୂବାକୁ ପାଇବେ।