Advertisement
Photo Details/zeeodisha/odisha2459019
photoDetails0hindi

Indian Cricketers: ବିଦେଶୀ ମହିଳାଙ୍କୁ ବିବାହ କରି 'ପ୍ରତାରଣା'ର ଶିକାର ହୋଇଛନ୍ତି ଏହି ସବୁ ଭାରତୀୟ କ୍ରିକେଟ୍ ଖେଳାଳି

Indian Cricketers Fail In Love Life: କ୍ରିକେଟ୍ ଖେଳିବା ବ୍ୟତୀତ ଭାରତୀୟ ଦଳର ଖେଳାଳିମାନେ ବଲିଉଡ ଅଭିନେତ୍ରୀ କିମ୍ବା ବିଦେଶୀ ମହିଳାଙ୍କୁ ବିବାହ କରିବା ପାଇଁ ମଧ୍ୟ ପ୍ରସିଦ୍ଧ ।

1/5

ଅନେକ ଭାରତୀୟ କ୍ରିକେଟର ବିଦେଶୀ ମହିଳାଙ୍କୁ ବିବାହ କରିଛନ୍ତି। ଯଦିଓ କେତେକଙ୍କ ପ୍ରେମ ଜୀବନ ସଂପୂର୍ଣ୍ଣ ଫେଲ୍ ମାରିଛି। ଆମେ ଆପଣଙ୍କୁ ଏପରି କିଛି କ୍ରିକେଟରଙ୍କ ବିଷୟରେ କହିବୁ, ଯେଉଁମାନେ ବିଦେଶୀ ମହିଳାଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ପ୍ରେମ ଜୀବନ ବିଫଳ ହୋଇଛି।

 

2/5

ଶିଖର ଧାୱନ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ କିକ୍ ବକ୍ସର ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ୩୦ ଅକ୍ଟୋବର ୨୦୧୨ ରେ ଉଭୟ ବିବାହ କରିଥିଲେ। ଆୟେଶା ଅଷ୍ଟ୍ରେଲିଆର ବାସିନ୍ଦା।

 

3/5

ଯଦିଓ ଏମାନଙ୍କର ସମ୍ପର୍କ କେବଳ କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୧ ରେ ଦୁହେଁ ଛାଡପତ୍ର ଦେଇଥିଲେ।

 

4/5

ହାର୍ଦ୍ଦିକ ପାଣ୍ଡ୍ୟା: ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ଟିମ୍ ଇଣ୍ଡିଆ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ। ହାର୍ଦ୍ଦିକ ମେ ୨୦୨୧ ରେ ସର୍ବିଆର ମଡେଲ ନତାଶା ଷ୍ଟାନକୋଭିକ୍ଙ୍କୁ ବିବାହ କରିଥିଲେ।

 

5/5

ବିବାହ ପରେ ପ୍ରାୟ ୪ ବର୍ଷ ଏକାଠି ରହିବା ପରେ ଦୁହେଁ ପରସ୍ପରକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ୧୮ ଜୁଲାଇ ୨୦୨୪ ରେ ଏକ ପୋଷ୍ଟ ସେୟାର କରିବାବେଳେ ହାର୍ଦ୍ଦିକ ଏବଂ ନତାଶା କହିଥିଲେ ଯେ ଉଭୟ ଅଲଗା ହେବାକୁ ଯାଉଛନ୍ତି।