IND vs NZ: ଭାରତର ବିଜୟ ଉପରେ ପିଏମ ମୋଦୀଙ୍କ ବାର୍ତ୍ତା

IND vs NZ: ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ଟିମ୍ ଇଣ୍ଡିଆ ବୁଧବାର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି। ଏବେ ଭାରତ ଏହାର ଅନ୍ତିମ ମ୍ୟାଚ୍ ଖେଳିବ । ଏହି ବିଜୟ ପରେ ପିଏମ ମୋଦୀଙ୍କ ଠାରୁ ଆରମ୍ଭ କରି ସମଗ୍ର ଦେଶରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି ।

IND vs NZ: ଭାରତର ବିଜୟ ଉପରେ ପିଏମ ମୋଦୀଙ୍କ ବାର୍ତ୍ତା

About the Author