IND vs ENG 4th Test Day 2: ଇଂଲଣ୍ଡ ନାମରେ ଥିଲା ଦ୍ୱିତୀୟ ଦିନ; ଅସୁବିଧାରେ ଟିମ୍ ଇଣ୍ଡିଆ, ଭାରତର ସ୍କୋର ୨୧୯/୭

Ranchi Test: ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୭ ୱିକେଟ୍ ହରାଇ ୨୧୯ ରନ୍ ସ୍କୋର କରିଛି। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସ ଆଧାରରେ ୧୩୫ ରନ୍ ପଛରେ ରହିଛି। ଦିନର ଖେଳ ଶେଷରେ ଧ୍ରୁଭ ଜୁରେଲ ଓ କୁଲଦୀପ ଯାଦବ ଅପରାଜିତ ଥିଲେ।

IND vs ENG 4th Test Day 2: ଇଂଲଣ୍ଡ ନାମରେ ଥିଲା ଦ୍ୱିତୀୟ ଦିନ; ଅସୁବିଧାରେ ଟିମ୍ ଇଣ୍ଡିଆ, ଭାରତର ସ୍କୋର ୨୧୯/୭
Image Credit: India vs England 4th Test Day 2

About the Author