RCB Vs CSK: ଆରସିବିର ବିଜୟ ପରେ ଦୁଃଖରେ ଭାଙ୍ଗିପଡ଼ିଲେ ଧୋନୀ, ଦେଖନ୍ତୁ ଏହି ଭିଡିଓ

RCB Vs CSK: ଏହି ମ୍ୟାଚ୍ ପରେ ଏକ ଭିଡିଓ ଆଇପିଏଲର X ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଯେଉଁଥିରେ ଏହା ଦେଖିବାକୁ ମିଳିଛି ଯେ ୟଶ୍ ଦୟାଲଙ୍କ ଶେଷ ବୋଲିଂ ପରେ ପୁରା ଟିମ୍ ଖୁସିରେ ଦୌଡି଼ଥିଲେ। ବିରାଟ କୋହଲି ଖୁବ୍ ଆଗ୍ରେସନର ସହ ନିଜର ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।

RCB Vs CSK: ଆରସିବିର ବିଜୟ ପରେ ଦୁଃଖରେ ଭାଙ୍ଗିପଡ଼ିଲେ ଧୋନୀ, ଦେଖନ୍ତୁ ଏହି ଭିଡିଓ

About the Author